John 20:27 — Compare Translations

7 translations compared side by side

Odia - 1840
"ତା'ପରେ ଯୀଶୁ ଥୋମାଙ୍କୁ କହିଲେ, ଏଠା ରେ ତୁମ୍ଭର ଆଙ୍ଗୁଳି ରଖ। ମାେ ହାତକୁ ଦେଖ। ମାେ କକ୍ଷଦେଶ ରେ ତୁମ୍ଭ ହାତ ରଖ। ଅବିଶ୍ବାସ ନକରି ବିଶ୍ବାସ କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ସେ ଥୋମାଙ୍କୁ କହିଲେ, ଏଆଡ଼େ ତୁମ୍ଭର ଆଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ଵାସୀ ନ ହୋଇ ବିଶ୍ଵାସୀ ହୁଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପରେ ସେ ଥୋମାଙ୍କୁ କହିଲେ, “ଏଇଠି ଆଙ୍ଗୁଠି ଦିଅ। ମୋର ହାତ ଦେଖ। ତୁମ ହାତ ବଢ଼ାଇ ମୋର ଏଇ ପାଶ୍ୱର୍କୁ ସ୍ପର୍ଶ କର। ଆଉ ସନ୍ଦେହ କର ନାହିଁ। ବିଶ୍ୱାସ କର।”
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଯୀଶୁ ଥୋମାଙ୍କୁ କହିଲେ, “ଏଠାରେ ତୁମ୍ଭର ଅଙ୍ଗୁଳି ରଖ। ମୋ’ ହାତକୁ ଦେଖ। ମୋ’ କକ୍ଷଦେଶରେ ତୁମ୍ଭ ହାତ ରଖ। ଅବିଶ୍ୱାସ ନ କରି ବିଶ୍ୱାସ କର।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ସେ ଥୋମାଙ୍କୁ କହିଲେ, “ଏଆଡ଼େ ତୁମ୍ଭର ଅଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ।”
Odia IRV 2017 (ଓଡିଆ ବାଇବେଲ)
ପରେ ସେ ଥୋମାଙ୍କୁ କହିଲେ, ଏଆଡ଼େ ତୁମ୍ଭର ଆଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ತೆನಿ ಥೊಮಸಾಕ್, “ಥೊಮಾಸಾ ಯೆ ಅನಿ ಮಾಜ್ಯಾ ಹಾತಾತ್ನಿ ತುಜೊ ಬೊಟ್ ಘಾಲುನ್ ಬಗ್, ಮಾನಾ ತುಜೊ ಹಾತ್ ಲಾಂಬ್ ಕರುನ್ ಮಾಜ್ಯಾ ಪಕ್ಡಿತ್ ಘಾಲುನ್ ಬಗ್, ಸಂಶೆವ್ ಕರ್‍ತಲೆ ಸೊಡ್, ಅನಿ ವಿಶ್ವಾಸ್ ಕರ್!” ಮಟ್ಲ್ಯಾನ್.