John 20:28 — Compare Translations
7 translations compared side by side
Odia - 1840
"ଥୋମା ଯୀଶୁଙ୍କ କହିଲେ, ମାରେପ୍ରଭୁ, ମାରେ ପରମେଶ୍ବର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ଵର ।
Odia BSI (ପବିତ୍ର ବାଇବଲ (CL) NT (BSI))
ଥୋମା ଉତ୍ତର ଦେଇ କହିଲେ, “ମୋର ପ୍ରଭୁ- ମୋ’ ଈଶ୍ୱର!”
Odia Bible ERV 2004 (ପବିତ୍ର ବାଇବଲ)
ଥୋମା ଯୀଶୁଙ୍କୁ କହିଲେ, “ମୋର ପ୍ରଭୁ, ମୋର ପରମେଶ୍ୱର।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ବର।
Odia IRV 2017 (ଓଡିଆ ବାଇବେଲ)
ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ୱର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಥೊಮಸಾನ್, “ಮಾಜ್ಯಾ ಧನಿಯಾ, ಮಾಜ್ಯಾ ದೆವಾ!” ಮನುನ್ ತೆಕಾ ಜಬಾಬ್ ದಿಲ್ಯಾನ್.