John 20:4 — Compare Translations
7 translations compared side by side
Odia - 1840
"ସମାନେେ ଦୁ ହେଁ ଦୌଡୁଥିଲେ, କିନ୍ତୁ ପିତରଙ୍କଠାରୁ ଅନ୍ୟ ଶିଷ୍ଯଜଣକ ଜୋର୍ ରେ ଦୌଡୁଥିଲେ। ତେଣୁ ସେ ପ୍ରଥମେ କବର ପାଖ ରେ ପହନ୍ଚିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ଦୁହେଁ ଏକସାଙ୍ଗରେ ଦୌଡ଼ିବାକୁ ଲାଗିଲେ, ଆଉ ସେହି ଅନ୍ୟ ଶିଷ୍ୟ ପିତରଙ୍କୁ ପଛରେ ପକାଇ ଆଗେ ସମାଧି ନିକଟରେ ପହଞ୍ଚିଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଅନ୍ୟ ଶିଷ୍ୟଟି ପିତରଙ୍କଠାରୁ ଅଧିକ ଦ୍ରୂତଗତିରେ ଯାଇ ସମାଧି ପାଖରେ ପ୍ରଥମେ ପହଞ୍ଚିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଦୁହେଁ ଦୌଡ଼ୁଥିଲେ, କିନ୍ତୁ ପିତରଙ୍କଠାରୁ ଅନ୍ୟ ଶିଷ୍ୟଜଣକ ଜୋର୍ରେ ଦୌଡ଼ୁଥିଲେ। ତେଣୁ ସେ ପ୍ରଥମେ କବର ପାଖରେ ପହଞ୍ଚିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ଦୁହେଁ ଏକସାଙ୍ଗରେ ଦୌଡ଼ିବାକୁ ଲାଗିଲେ, ଆଉ ସେହି ଅନ୍ୟ ଶିଷ୍ୟ ପିତରଙ୍କୁ ପଛରେ ପକାଇ ଆଗେ ସମାଧି ନିକଟରେ ପହଞ୍ଚିଲେ,
Odia IRV 2017 (ଓଡିଆ ବାଇବେଲ)
ସେମାନେ ଦୁହେଁ ଏକସାଙ୍ଗରେ ଦୌଡ଼ିବାକୁ ଲାଗିଲେ, ଆଉ ସେହି ଅନ୍ୟ ଶିଷ୍ୟ ପିତରଙ୍କୁ ପଛରେ ପକାଇ ଆଗେ ସମାଧି ନିକଟରେ ପହଞ୍ଚିଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ದೊಗೆಬಿ ಪಾಳುನ್ಗೆತ್ ಗೆಲೆ. ಖರೆ ತೊ ಅನಿ ಎಕ್ಲೊ ಶಿಸ್ ಪೆದ್ರುಚ್ಯಾನ್ಕಿ ಜೊರ್ ಪಳಾಲೊ, ಅನಿ ಸಮಾದಿಕ್ಡೆ ಜಾವ್ನ್ ಪಾವ್ಲೊ.