John 20:5 — Compare Translations

7 translations compared side by side

Odia - 1840
"ସେ ନଇଁପଡି ଭିତରକୁ ଚାହିଁ ପତଳା ଆଚ୍ଛାଦନ ବସ୍ତ୍ର ସଠାେରେ ପଡିଥିବା ଦେଖିଲେ, କିନ୍ତୁ ଭିତରକୁ ଗଲେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ନଇଁପଡ଼ି ଭିତରକୁ ଚାହିଁ ସରୁ ଲୁଗାସବୁ ପଡ଼ିଥିବା ଦେଖିଲେ, ତଥାପି ସେ ଭିତରେ ପଶିଲେ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ନଇଁପଡ଼ି ଦେଖିଲେ, ଯେଉଁ ଚାଦରରେ ଯୀଶୁଙ୍କ ଶରୀର ଗୁଡ଼ା ହୋଇଥିଲା, ତାହା ସେଇଠି ପଡ଼ିରହିଛି, କିନ୍ତୁ ସେ ସମାଧି ଭିତରକୁ ଗଲେ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ସେ ନଇଁପଡ଼ି ଭିତରକୁ ଗ୍ଭହିଁ ପତଳା ଆଚ୍ଛାଦନ ବସ୍ତ୍ର ସେଠାରେ ପଡ଼ିଥିବା ଦେଖିଲେ, କିନ୍ତୁ ଭିତରକୁ ଗଲେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ନଇଁପଡ଼ି ଭିତରକୁ ଚାହିଁ ସରୁ ସୂକ୍ଷ୍ମ ବସ୍ତ୍ର ପଡ଼ିଥିବା ଦେଖିଲେ, ତଥାପି ସେ ଭିତରେ ପଶିଲେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ନଇଁପଡ଼ି ଭିତରକୁ ଚାହିଁ ସରୁ ଲୁଗାସବୁ ପଡ଼ିଥିବା ଦେଖିଲେ, ତଥାପି ସେ ଭିତରେ ପଶିଲେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಸಮಾದಿತ್ ಹಾನ್ಕುನ್ ಬಗಲ್ಲ್ಯಾ ತನ್ನಾ ತೆಕಾ ಜೆಜುಚ್ಯಾ ಮಡ್ಯಾಕ್ ಲಪ್ಟಲ್ಲೊ ಕಪ್ಡೊ ಎವ್ಡೊಚ್ ದಿಸ್ಲೊ, ತೊ ಭುತ್ತುರ್ ಜಾವ್ಕ್ ನಾ.