John 20:6 — Compare Translations
7 translations compared side by side
Odia - 1840
"ତା'ପର ତାହାଙ୍କ ପଛ ରେ ଶିମାନେ ପିତର ଆସି ପହନ୍ଚିଲେ। ପିତର କବର ଭିତରକୁ ଗଲେ ଏବଂ ସେ ମଧ୍ଯ ସଠାେରେ ପତଳା ଆଚ୍ଛାଦନ ବସ୍ତ୍ର ପଡିଥିବାର ଦେଖିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ଶିମୋନ ପିତର ମଧ୍ୟ ତାଙ୍କ ପଛେ ପଛେ ଆସି ପହଞ୍ଚିଲେ ଓ ସମାଧି ଭିତରେ ପ୍ରବେଶ କରି ଦେଖିଲେ ଯେ, ସରୁ ଲୁଗାଗୁଡ଼ିକ ପଡ଼ିଅଛି,
Odia BSI (ପବିତ୍ର ବାଇବଲ (CL) NT (BSI))
ତାଙ୍କ ପଛେ ପଛେ ଶିମୋନ ପିତର ଆସି ସିଧା କବର ଭିତରେ ପଶିଗଲେ। ସେ ଦେଖିଲେ, ଯୀଶୁଙ୍କ ଶରୀରରେ ଗୁଡ଼ା ହୋଇଥିବା ଲୁଗା ସେହିପରି ଗୋଟିଏ ପାଖରେ ପଡ଼ିଛି
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ତାହାଙ୍କ ପଛରେ ଶିମୋନ ପିତର ଆସି ପହଞ୍ଚିଲେ। ପିତର କବର ଭିତରକୁ ଗଲେ ଏବଂ ସେ ମଧ୍ୟ ସେଠାରେ ପତଳା ଆଚ୍ଛାଦନ ବସ୍ତ୍ର ପଡ଼ିଥିବାର ଦେଖିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ଶିମୋନ ପିତର ମଧ୍ୟ ତାହାଙ୍କ ପଛେ ପଛେ ଆସି ପହଞ୍ଚିଲେ ଓ ସମାଧି ଭିତରେ ପ୍ରବେଶ କରି ଦେଖିଲେ ଯେ, ସରୁ ସୂକ୍ଷ୍ମ ବସ୍ତ୍ରଗୁଡ଼ିକ ପଡ଼ିଅଛି,
Odia IRV 2017 (ଓଡିଆ ବାଇବେଲ)
ପରେ ଶିମୋନ ପିତର ମଧ୍ୟ ତାଙ୍କ ପଛେ ପଛେ ଆସି ପହଞ୍ଚିଲେ ଓ ସମାଧି ଭିତରେ ପ୍ରବେଶ କରି ଦେଖିଲେ ଯେ, ସରୁ ଲୁଗାଗୁଡ଼ିକ ପଡ଼ିଅଛି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಫಾಟ್ನಾ ಯೆಲ್ಲೊ ಸಿಮಾವ್ ಪೆದ್ರು, ನಿಟ್ ಸಮಾದಿತ್ ಭುತ್ತುರ್ ಗುಸ್ಲೊ, ತೊ ಮ್ಹಾಗ್ರೊ ಕಪ್ಡೊ ಖಾಲ್ತಿ ಪಡ್ತಲ್ಲೆ ಬಗಟಲ್ಲ್ಯಾನಿ.