John 3:1 — Compare Translations
7 translations compared side by side
Odia - 1840
"କଦୀମ ନାମକ ଜଣେ ବ୍ଯକ୍ତି ଥିଲେ। ସେ ଜଣେ ଫାରୂଶୀ ଥିଲେ। ସେ ଯିହୂଦୀମାନଙ୍କର ଜଣେ ମୁଖ୍ଯ ନେତା ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଫାରୂଶୀମାନଙ୍କ ମଧ୍ୟରେ ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଯିହୁଦୀମାନଙ୍କର ଜଣେ ନେତା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଫାରୁଶୀମାନଙ୍କ ମଧ୍ୟରେ ନିକଦୀମ ନାମକ ଜଣେ ଇହୁଦୀ ନେତା ଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଓ ନୀକଦୀମ ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ। ସେ ଜଣେ ଫାରୂଶୀ ଥିଲେ। ସେ ଯିହୂଦୀମାନଙ୍କର ଜଣେ ମୁଖ୍ୟ ନେତା ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଫାରୂଶୀମାନଙ୍କ ମଧ୍ୟରେ ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଯିହୁଦୀମାନଙ୍କର ଜଣେ ନେତା।
Odia IRV 2017 (ଓଡିଆ ବାଇବେଲ)
ଫାରୂଶୀମାନଙ୍କ ମଧ୍ୟରେ ନୀକଦୀମ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଯିହୂଦୀମାନଙ୍କର ଜଣେ ନେତା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ ಜುದೆವಾಚೊ ಮುಖಂಡ್ ಹೊತ್ತೊ. ಹೆಚೆ ನಾಂವ್ ನಿಕೊದೆಮ್, ಅನಿ ತೊ ಫಾರಿಜೆವಾಂಚ್ಯಾ ತಾಂಡ್ಯಾತ್ಲೊ ಮುಖಂಡ್ ಹೊಲ್ಲೊ.