John 3:19 — Compare Translations

7 translations compared side by side

Odia - 1840
"ଲୋକମାନଙ୍କର ବିଚାର ଏହି ବିଷୟ ଦ୍ବାରା ହୁଏ: ସହେି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସହେି ଆଲୋକ ଚାହିଁଲେ ନାହିଁ, ସମାନେେ ଅନ୍ଧକାର ଚାହିଁଲେ, କାରଣ ସମାନେେ ମନ୍ଦକାର୍ୟ୍ଯ ରେ ରତଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହି ବିଚାର ଏହିପରି ହୁଏ। ଜଗତରେ ଆଲୋକ ପ୍ରକାଶ ପାଇଛି, କିନ୍ତୁ ଲୋକେ ଆଲୋକ ଅପେକ୍ଷା ଅନ୍ଧକାରକୁ ପସନ୍ଦ କରିଛନ୍ତି; କାରଣ ସେମାନଙ୍କ କାର୍ଯ୍ୟ ସକଳ ଅସ୍।
Odia Bible ERV 2004 (ପବିତ୍ର ବାଇବଲ)
ଲୋକମାନଙ୍କର ବିଗ୍ଭର ଏହି ବିଷୟ ଦ୍ୱାରା ହୁଏ: ସେହି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସେହି ଆଲୋକ ଗ୍ଭହିଁଲେ ନାହିଁ, ସେମାନେ ଅନ୍ଧକାର ଗ୍ଭହିଁଲେ, କାରଣ ସେମାନେ ମନ୍ଦକାର୍ଯ୍ୟରେ ରତଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ।
Odia IRV 2017 (ଓଡିଆ ବାଇବେଲ)
ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ನ್ಯಾಯಾಚೊ ನಿರ್‍ನಯ್ ಅಸೊ ಹೊತಾ; ಜಗಾತ್ ಉಜ್ವೊಡ್ ಯೆಲೊ ಖರೆ ಲೊಕಾನಿ ಉಜ್ವೊಡಾಚ್ಯಾನ್ಕಿ ಕಾಳ್ಕಾಚೊ ಲೈ ಪ್ರೆಮ್ ಕರ್ಲ್ಯಾನಿ, ಕಶ್ಯಾಕ್ ಮಟ್ಲ್ಯಾರ್ ತೆಂಚಿ ಕಾಮಾಚ್ ಬುರ್ಶಿ ಹೊತ್ತಿ.