John 3:30 — Compare Translations
7 translations compared side by side
Odia - 1840
"ଯୀଶୁଙ୍କର ଅବଶ୍ଯ ବୃଦ୍ଧି ହେଉ। ଏବଂ ମାରେ ପ୍ରୟୋଜନୀୟତା ଅବଶ୍ଯ କମି ଯାଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାଙ୍କୁ ଅବଶ୍ୟ ବୃଦ୍ଧି ପାଇବାକୁ ହେବ, କିନ୍ତୁ ମୋତେ ହ୍ରାସ ହେବାକୁ ହେବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତାଙ୍କର ପ୍ରାଧାନ୍ୟ ବଢ଼ିବ, କିନ୍ତୁ ମୋର ଗୁରୁତ୍ୱ ହ୍ରାସ ପାଇବ।”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କର ଅବଶ୍ୟ ବୃଦ୍ଧି ହେଉ। ଏବଂ ମୋର ପ୍ରୟୋଜନୀୟତା ଅବଶ୍ୟ କମି ଯାଉ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଅବଶ୍ୟ ବୃଦ୍ଧି ହେଉନ୍ତୁ, ପୁଣି ମୁଁ ହ୍ରାସ ହେବି।
Odia IRV 2017 (ଓଡିଆ ବାଇବେଲ)
ତାହାଙ୍କୁ ଅବଶ୍ୟ ବୃଦ୍ଧି ପାଇବାକୁ ହେବ, କିନ୍ତୁ ମୋତେ ହ୍ରାସ ହେବାକୁ ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ತೊ ಮೊಟೊ ಹೊವ್ಕ್ ಪಾಜೆ, ಮಿಯಾ ಬಾರಿಕ್ ಹೊವ್ಕ್ ಪಾಜೆ” ಮನುನ್ ಸಾಂಗಟ್ಲ್ಯಾನ್.