John 4:35 — Compare Translations
7 translations compared side by side
Odia - 1840
"ତୁମ୍ଭମାନେେ ଯେତବେେଳେ କିଛି ରୋପଣ କର ସେତବେେଳେ ତୁମ୍ଭେ ସର୍ବଦା କୁହ, 'ଶସ୍ଯ କଟା ହବୋ ପାଇଁ ଆହୁରି ଚାରି ମାସ ବାକି ଅଛି।' କିନ୍ତୁ ମୁଁ ତୁମ୍ଭକୁ କହୁଛି, ତୁମ୍ଭମାନଙ୍କର ଆଖି ଖୋଲ। ଲୋକମାନଙ୍କୁ ଦେଖ। ସମାନେେ ଅମଳ ପାଇଁ ପ୍ରସ୍ତୁତ କ୍ଷେତ୍ରତୁଲ୍ଯ ଅଟନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶସ୍ୟ କାଟିବାକୁ ଆହୁରି ଚାରି ମାସ ଅଛି, ଏହା କି ତୁମ୍ଭେମାନେ କହୁ ନାହଁ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର; ସେହିସବୁ କଟାଯିବା ନିମନ୍ତେ ପାଚିଗଲାଣି ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ୍ଭେମାନେ କହିଥାଅ, ‘ଆଉ ଚାରି ମାସ ପରେ ଫସଲ କାଟିବାର ସମୟ ଆସିବ’। କିନ୍ତୁ ମୁଁ କହୁଛି, କ୍ଷେତଗୁଡ଼ିକୁ ଭଲ କରି ଚାହିଁ ଦେଖ। ବର୍ତ୍ତମାନ ଶସ୍ୟ ସବୁ ପାଚି ଯାଇଛି ଓ ଅମଳ ପାଇଁ ଉପଯୁକ୍ତ ହୋଇ ସାରିଛି।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ଯେତେବେଳେ କିଛି ରୋପଣ କର ସେତେବେଳେ ତୁମ୍ଭେ ସର୍ବଦା କୁହ, ‘ଶସ୍ୟ କଟା ହେବା ପାଇଁ ଆହୁରି ଗ୍ଭରି ମାସ ବାକି ଅଛି।’ କିନ୍ତୁ ମୁଁ ତୁମ୍ଭକୁ କହୁଛି, ତୁମ୍ଭମାନଙ୍କର ଆଖି ଖୋଲ। ଲୋକମାନଙ୍କୁ ଦେଖ। ସେମାନେ ଅମଳ ପାଇଁ ପ୍ରସ୍ତୁତ କ୍ଷେତ୍ରତୁଲ୍ୟ ଅଟନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶସ୍ୟ କାଟିବାକୁ ଆହୁରି ଚାରି ମାସ ଅଛି, ଏହା କି ତୁମ୍ଭେମାନେ କହୁ ନାହଁ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର; ସେହିସବୁ କଟାଯିବା ନିମନ୍ତେ ପାଚିଗଲାଣି।
Odia IRV 2017 (ଓଡିଆ ବାଇବେଲ)
ଶସ୍ୟ କାଟିବାକୁ ଆହୁରି ଚାରି ମାସ ଅଛି, ଏହା କି ତୁମ୍ଭେମାନେ କହୁ ନାହଁ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର; ସେହି ସବୁ କଟାଯିବା ନିମନ୍ତେ ପାଚିଗଲାଣି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಚಿ ಎಕ್ ಸಾಂಗ್ನಿ ಹಾಯ್, “ಅನಿ ಚಾರ್ ಮ್ಹಯಿನೆ ಎವ್ಡೆಚ್ ಸುಗ್ಗಿ ಯೆಲಿ” ಮನುನ್ ಖರೆ ಮಿಯಾ ತುಮ್ಕಾ ಸಾಂಗ್ತಾ ಶೆತಾತ್ನಿ ಬರೆ ಕರುನ್ ಎಕ್ ನದರ್ ಘಾಲುನ್ ಬಗಾ; ಕನ್ಸಾ ಸಗ್ಳಿ ಪಿಕುನ್ ಕಾತ್ರುಕ್ ತಯಾರ್ ಹೊವ್ನ್ ಹಾತ್!