John 4:37 — Compare Translations

7 translations compared side by side

Odia - 1840
"କଥା ରେ ଅଛି, 'ଜଣେ ଲୋକ ବୁଣେ ଏବଂ ଅନ୍ୟ ଜଣେ ଫସଲ କାଟେ', ଏହି ଉକ୍ତିଟି ସତ୍ଯ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ, ଏହି କଥା ଏ ସମ୍ଵନ୍ଧରେ ସତ୍ୟ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏ କଥା ମଧ୍ୟ ଏଠାରେ ସଫଳ ହେବ।
Odia Bible ERV 2004 (ପବିତ୍ର ବାଇବଲ)
କଥାରେ ଅଛି, ‘ଜଣେ ଲୋକ ବୁଣେ ଏବଂ ଅନ୍ୟ ଜଣେ ଫସଲ କାଟେ’, ଏହି ଉକ୍ତିଟି ସତ୍ୟ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ, ଏହି କଥା ଏ ସମ୍ବନ୍ଧରେ ସତ୍ୟ।
Odia IRV 2017 (ଓଡିଆ ବାଇବେଲ)
କାରଣ ଜଣେ ବୁଣେ ଓ ଅନ୍ୟ ଜଣେ କାଟେ, ଏହି କଥା ଏ ସମ୍ବନ୍ଧରେ ସତ୍ୟ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕೊನ್ ಪೆರಲ್ಲೆ ಕೊನ್‍ ಕಿ ಕಾತರ್‍ತಾ ಮನ್ತಲಿ ಗೊಸ್ಟ್ ಖರಿ ಹಾಯ್.