John 4:51 — Compare Translations
7 translations compared side by side
Odia - 1840
"ଘରକୁ ୟିବା ବାଟରେ ତାହାଙ୍କର କେତଜେଣ ଚାକର ଆସି ତାହାଙ୍କୁ ଭଟେିଲେ। ସମାନେେ ତାହାଙ୍କୁ କହିଲେ, ତୁମ୍ଭର ପୁଅ ସୁସ୍ଥ ହେଲାଣି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ଯାଉ ଯାଉ ତାଙ୍କ ଦାସମାନେ ତାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏବଂ ଘରକୁ ଫେରିଯିବା ବେଳେ, ଚାକରମାନେ ଆସି ଖବର ଦେଲେ ଯେ ତାଙ୍କ ପୁତ୍ର ସୁସ୍ଥ ହୋଇଯାଇଛି।
Odia Bible ERV 2004 (ପବିତ୍ର ବାଇବଲ)
ଘରକୁ ଯିବା ବାଟରେ ତାହାଙ୍କର କେତେଜଣ ଗ୍ଭକର ଆସି ତାହାଙ୍କୁ ଭେଟିଲେ। ସେମାନେ ତାହାଙ୍କୁ କହିଲେ, “ତୁମ୍ଭର ପୁଅ ସୁସ୍ଥ ହେଲାଣି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ଯାଉ ଯାଉ ତାହାଙ୍କ ଦାସମାନେ ତାହାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ଯାଉ ଯାଉ ତାଙ୍କ ଦାସମାନେ ତାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ಜಾತಾ- ಜಾತಾನಾಚ್ ವಾಟೆರ್ ತೆಚ್ಯಾ ಘರಾತ್ಲಿ ಆಳಾ ತೆಕಾ ಭೆಟ್ಲಿ, ಅನಿ ತುಜೊ ಲೆಕ್ ಬರೊ ಹೊಲಾ!” ಮನ್ತಲಿ ಖಬರ್ ತೆಕಾ ದಿಲ್ಯಾನಿ.