John 5:13 — Compare Translations
7 translations compared side by side
Odia - 1840
"କିନ୍ତୁ ସୁସ୍ଥ ହାଇେଥିବା ଲୋକଟି, ସେ ବ୍ଯକ୍ତିଟି କିଏ ତାହା ଜାଣି ନଥିଲା। ସହେି ଜାଗା ରେ ବହୁତ ଲୋକଥିଲେ ଓ ଯୀଶୁ ସଠାରୁେ ଚାଲି ଯାଇଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେ କିଏ, ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣି ନ ଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲିଯାଇଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସୁସ୍ଥ ହୋଇଥିବା ରୋଗୀଟି ଯୀଶୁଙ୍କୁ ଚିହ୍ନି ନ ଥିଲା, କାରଣ ଲୋକ ଗହଳି ଭିତରେ ଯୀଶୁ ହଠାତ୍ ଅପସରି ଯାଇଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ସୁସ୍ଥ ହୋଇଥିବା ଲୋକଟି, ସେ ବ୍ୟକ୍ତିଟି କିଏ ତାହା ଜାଣି ନ ଥିଲା। ସେହି ଜାଗାରେ ବହୁତ ଲୋକଥିଲେ ଓ ଯୀଶୁ ସେଠାରୁ ଗ୍ଭଲି ଯାଇଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେ କିଏ, ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣି ନ ଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲିଯାଇଥିଲେ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେ କିଏ, ତାହା ସେହି ସୁସ୍ଥ ହୋଇଥିବା ଲୋକ ଜାଣି ନ ଥିଲା, କାରଣ ସେ ସ୍ଥାନରେ ବହୁତ ଲୋକ ଥିବାରୁ ଯୀଶୁ ଅଗୋଚରରେ ଚାଲିଯାଇଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ತ್ಯಾ ಗುನ್ ಹೊಲ್ಲ್ಯಾ ಮಾನ್ಸಾಕ್ ಜೆಜು ಕೊನ್ ಮನುನ್ ಗೊತ್ತ್ ನತ್ತೆ ಥೈ ಲೊಕಾಂಚೊ ಲೈ ಮೊಟೊ ತಾಂಡೊ ಹೊತ್ತೊ, ಅನಿ ಜೆಜು ಥೈತ್ನಾ ಗೆಲ್ಲೊ ಹೊತ್ತೊ.