John 5:29 — Compare Translations

7 translations compared side by side

Odia - 1840
"ସମାନେେ ସମାନଙ୍କେର ସମାଧିରୁ ବାହାରିବେ। ଜୀବନ ରେ ସତ୍ କାର୍ୟ୍ଯ କରିଥିବା ଲୋକମାନେ ଉଠିବେ ଓ ଅନନ୍ତ ଜୀବନ ପାଇବେ। କିନ୍ତୁ କୁକାର୍ୟ୍ଯ କରିଥିବା ଲୋକମାନେ ଦୋଷୀ ଭାବରେ ବିଚାରିତ ହବୋ ପାଇଁ ଉଠିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍ କର୍ମ କରିଅଛନ୍ତି, ସେମାନେ ଦଣ୍ତର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସମାଧିରୁ ଉଠି ଆସିବେ। ଯେଉଁମାନେ ସତ୍କର୍ମ କରିଛନ୍ତି, ସେମାନେ ପୁନରୁତ୍ଥିତ ହୋଇ ଜୀବନ୍ତ ହେବେ। ଦୁଷ୍କର୍ମକାରୀମାନେ ପୁନରୁତ୍ଥିତ ହେବେ ଏବଂ ଦଣ୍ଡ ଭୋଗ କରିବେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ସେମାନଙ୍କର ସମାଧିରୁ ବାହାରିବେ। ଜୀବନରେ ସତ୍ କାର୍ଯ୍ୟ କରିଥିବା ଲୋକମାନେ ଉଠିବେ ଓ ଅନନ୍ତ ଜୀବନ ପାଇବେ। କିନ୍ତୁ କୁକାର୍ଯ୍ୟ କରିଥିବା ଲୋକମାନେ ଦୋଷୀ ଭାବରେ ବିଗ୍ଭରିତ ହେବା ପାଇଁ ଉଠିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍‌ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି।”
Odia IRV 2017 (ଓଡିଆ ବାଇବେଲ)
ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍‍ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ತೆಂಚ್ಯಾ- ತೆಂಚ್ಯಾ ಸಾರಿಯಾನಿತ್ನಾ ಉಟುನ್ ಭಾಯ್ರ್ ಯೆತಾತ್, ಜೆ ಕೊನ್ ಬರೆ ಕರ್‍ಲ್ಯಾನಾತ್ ತೆನಿ ಝಿತ್ತೆ ಹೊತ್ಯಾತ್ ಅನಿ ಜಿವನ್ ಕರ್‍ತಾತ್, ಅನಿ ಜೆ ಕೊನ್ ವಾಯ್ಟ್ ಕರ್‍ಲ್ಯಾನಾತ್ ತೆನಿ ಉಟ್ತಾತ್, ಅನಿ ತೆಂಚಿ ಇಚಾರ್‍ನಿ ಕರುನ್ ಹೊತಾ.