John 5:30 — Compare Translations
7 translations compared side by side
Odia - 1840
"ମୁଁ ଏକୁଟିଆ କିଛି କରିପାରିବି ନାହିଁ। ମୁଁ କବଳେ ପରମେଶ୍ବରଙ୍କ କହିବା ଅନୁସାରେ ବିଚାର କରେ। ତେଣୁ ମାରେ ବିଚାର ଠିକ୍, କାରଣ ମୁଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ ନାହିଁ। କିନ୍ତୁ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଇଚ୍ଛା କରେ, ୟିଏ ମାେତେ ପଠାଇଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ଆପଣାରୁ କିଛି କରିପାରେ ନାହିଁ; ମୁଁ ଯେପରି ଶୁଣେ, ସେହିପରି ବିଚାର କରେ, ଆଉ ମୋହର ବିଚାର ଯଥାର୍ଥ, କାରଣ ମୁଁ ଆପଣାର ଇଚ୍ଛା ସାଧନ କରିବାକୁ ଚେଷ୍ଟା ନ କରି ମୋହର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବାକୁ ଚେଷ୍ଟା କରେ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ମୁଁ ମୋ’ ନିଜ କ୍ଷମତାରେ କିଛି କରିପାରେ ନାହିଁ। କେବଳ ଈଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଁ ବିଚାର କରେ। ମୋର ବିଚାର ଯଥାର୍ଥ, କାରଣ ମୋ’ ନିଜ ଇଚ୍ଛା ସାଧନ କରିବା ପାଇଁ ମୁଁ ଚେଷ୍ଟା କରେ ନାହିଁ; ମୁଁ କେବଳ ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରେ।
Odia Bible ERV 2004 (ପବିତ୍ର ବାଇବଲ)
“ମୁଁ ଏକୁଟିଆ କିଛି କରି ପାରିବି ନାହିଁ। ମୁଁ କେବଳ ପରମେଶ୍ୱରଙ୍କ କହିବା ଅନୁସାରେ ବିଗ୍ଭର କରେ। ତେଣୁ ମୋର ବିଗ୍ଭର ଠିକ୍, କାରଣ ମୁଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ ନାହିଁ। କିନ୍ତୁ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଇଚ୍ଛା କରେ, ଯିଏ ମୋତେ ପଠାଇଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ମୁଁ ନିଜେ କିଛି କରିପାରେ ନାହିଁ; ମୁଁ ଯେପରି ଶୁଣେ, ସେହିପରି ବିଚାର କରେ, ଆଉ ମୋହର ବିଚାର ଯଥାର୍ଥ, କାରଣ ମୁଁ ଆପଣାର ଇଚ୍ଛା ସାଧନ କରିବାକୁ ଚେଷ୍ଟା ନ କରି ମୋହର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବାକୁ ଚେଷ୍ଟା କରେ।
Odia IRV 2017 (ଓଡିଆ ବାଇବେଲ)
ମୁଁ ନିଜେ କିଛି କରି ପାରେ ନାହିଁ; ମୁଁ ଯେପରି ଶୁଣେ, ସେହିପରି ବିଚାର କରେ, ଆଉ ମୋହର ବିଚାର ଯଥାର୍ଥ, କାରଣ ମୁଁ ଆପଣାର ଇଚ୍ଛା ସାଧନ କରିବାକୁ ଚେଷ୍ଟା ନ କରି ମୋହର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବାକୁ ଚେଷ୍ଟା କରେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಮಾಜ್ಯಾ ಅದಿಕಾರಾನ್ ಕಾಯ್ಬಿ ಕರುಕ್ ಹೊಯ್ನಾ; ಕಸೊ ದೆವ್ ಮಾಕಾ ಸಾಂಗ್ತಾ ತಸೆ ಮಿಯಾ ಆಯ್ಕಲ್ಲ್ಯಾ ಸಾರ್ಕೆ ಮಿಯಾ ನ್ಯಾಯ್ ಕರ್ತಾ, ತಸೆ ಮನುನ್ ಮಾಜೊ ನಿರ್ನಯ್ ಸಮಾ, ಕಶ್ಯಾಕ್ ಮಟ್ಲ್ಯಾರ್ ಮಿಯಾ ಮಾಕಾ ಪಾಜೆ ತಸೆ ಕರುಕ್ ಬಗಿನಾ ಹೊಲಾ, ಜೆ ಕೊನ್ ಮಾಕಾ ಧಾಡ್ಲ್ಯಾನಾಯ್ ತೆಕಾ ಪಾಜೆ ತಸೆ ಮಿಯಾ ಕರ್ತಾ.