John 5:37 — Compare Translations

7 translations compared side by side

Odia - 1840
"ପରମପିତା ମାେତେ ପଠାଇଛନ୍ତି ଓ ନିଜେ ମାେ ବିଷୟ ରେ ପ୍ରମାଣ ଦଇେଛନ୍ତି। କିନ୍ତୁ ତୁମ୍ଭେ କବେେ ତାହାଙ୍କର ସ୍ବର ଶୁଣିନାହଁ। ତାହାଙ୍କର କିପରି ରୂପ, ତାହା ମଧ୍ଯ ତୁମ୍ଭେ ଦେଖିନାହଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଯେଉଁ ପିତା ମୋତେ ପ୍ରେରଣ କଲେ, ସେ ମୋʼ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି । ତୁମ୍ଭେମାନେ କେବେ ହେଁ ତାହାଙ୍କର ସ୍ଵର ଶୁଣି ନାହଁ ବା ତାହାଙ୍କର ଆକାର ଦେଖି ନାହଁ,
Odia BSI (ପବିତ୍ର ବାଇବଲ (CL) NT (BSI))
ମୋର ପ୍ରେରଣକାରୀ ପିତା ଈଶ୍ୱକର ମଧ୍ୟ ମୋ’ ପାଇଁ ସାକ୍ଷ୍ୟ ଦେଉଛନ୍ତି। ତୁମ୍ଭେମାନେ ତାଙ୍କ ସ୍ୱର ଶୁଣି ନାହଁ, କିମ୍ବା ତାଙ୍କୁ ଦେଖି ନାହଁ।
Odia Bible ERV 2004 (ପବିତ୍ର ବାଇବଲ)
ପରମପିତା ମୋତେ ପଠାଇଛନ୍ତି ଓ ନିଜେ ମୋ’ ବିଷୟରେ ପ୍ରମାଣ ଦେଇଛନ୍ତି। କିନ୍ତୁ ତୁମ୍ଭେ କେବେ ତାହାଙ୍କର ସ୍ୱର ଶୁଣି ନାହଁ। ତାହାଙ୍କର କିପରି ରୂପ, ତାହା ମଧ୍ୟ ତୁମ୍ଭେ ଦେଖି ନାହଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଯେଉଁ ପିତା ମୋତେ ପ୍ରେରଣ କଲେ, ସେ ମୋʼ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି। ତୁମ୍ଭେମାନେ କେବେ ହେଁ ତାହାଙ୍କର ସ୍ୱର ଶୁଣି ନାହଁ ବା ତାହାଙ୍କର ଆକାର ଦେଖି ନାହଁ,
Odia IRV 2017 (ଓଡିଆ ବାଇବେଲ)
ଆଉ, ଯେଉଁ ପିତା ମୋତେ ପ୍ରେରଣ କଲେ, ସେ ମୋ' ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି । ତୁମ୍ଭେମାନେ କେବେ ହେଁ ତାହାଙ୍କର ସ୍ୱର ଶୁଣି ନାହଁ ବା ତାହାଙ୍କର ଆକାର ଦେଖି ନାହଁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಮಾಕಾ ಧಾಡುನ್ ದಿಲ್ಲೊ ಬಾಬಾಚ್ ಮಾಜ್ಯಾ ವಿಶಯಾತ್ ಸಾಕ್ಷಿ ದಿತಾ, ತುಮಿ ಕನ್ನಾಬಿ ತೆಚೊ ಧನ್ ಆಯ್ಕುಕ್‍ನ್ಯಾಶಿ ನಾ ಹೊಲ್ಯಾರ್ ತೆಚೆ ತೊಂಡ್ ಬಗುಕ್‍ನ್ಯಾಶಿ.