John 5:9 — Compare Translations
7 translations compared side by side
Odia - 1840
"ସଙ୍ଗେ ସଙ୍ଗେ ଲୋକଟି ସୁସ୍ଥ ହାଇଗେଲା। ସେ ତା' ବିଛଣା ଉେଠଇ ଚାଲିବାକୁ ଆରମ୍ଭ କଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା । ସେ ଦିନ ବିଶ୍ରାମବାର ଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ତତ୍କ୍ଷଣାତ୍ ରୋଗୀଟି ସୁସ୍ଥ ହୋଇଗଲା ଏବଂ ତା’ର ବିଛଣା ଉଠାଇ ଚାଲିବାକୁ ଲାଗିଲା। ସେଦିନ ଥିଲା ବିଶ୍ରାମବାର।
Odia Bible ERV 2004 (ପବିତ୍ର ବାଇବଲ)
ସଙ୍ଗେ ସଙ୍ଗେ ଲୋକଟି ସୁସ୍ଥ ହୋଇଗଲା। ସେ ତା’ ବିଛଣା ଉଠେଇ ଗ୍ଭଲିବାକୁ ଆରମ୍ଭ କଲା। ଏହି ଘଟଣା ବିଶ୍ରାମବାରର ଦିନ ହୋଇଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା। ସେହି ଦିନ ବିଶ୍ରାମବାର ଥିଲା।
Odia IRV 2017 (ଓଡିଆ ବାଇବେଲ)
ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା । ସେ ଦିନ ବିଶ୍ରାମବାର ଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಾಬೊಡ್ತೊಬ್ ತೊ ಮಾನುಸ್ ಬರೊ ಹೊಲೊ; ತೆನಿ ಅಪ್ನಾಚೆ ಹಾತ್ರಾನ್ ಘೆಟ್ಲ್ಯಾನ್, ಅನಿ ಚಲುಕ್ಲಾಲೊ. ಹೆ ಘಡಲ್ಲೊ ದಿಸ್ ಸಬ್ಬಾತಾಚೊ ದಿಸ್ ಹೊತ್ತೊ.