John 6:16 — Compare Translations
7 translations compared side by side
Odia - 1840
"ତାହାଙ୍କ ଶିଷ୍ଯମାନେ ସହେି ସନ୍ଧ୍ଯା ରେ ଗାଲିଲୀ ହ୍ରଦକୁ ଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସନ୍ଧ୍ୟା ହୁଅନ୍ତେ ତାହାଙ୍କ ଶିଷ୍ୟମାନେ ସମୁଦ୍ରକୂଳକୁ ଗଲେ ମାଥି. ୧୪:୨୩
Odia BSI (ପବିତ୍ର ବାଇବଲ (CL) NT (BSI))
ସେଦିନ ସନ୍ଧ୍ୟାବେଳେ ଶିଷ୍ୟମାନେ ହ୍ରଦ କୂଳକୁ ଯାଇ ନୌକା ଚଢ଼ି ଆରପାରିରେ ଥିବା କପର୍ନାହୂମ ଅଭିମୁଖେ ଯାତ୍ରଆ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ପାଣିରେ ଗ୍ଭଲିଲେ ତାହାଙ୍କ ଶିଷ୍ୟମାନେ ସେହି ସନ୍ଧ୍ୟାରେ ଗାଲିଲୀ ହ୍ରଦକୁ ଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସନ୍ଧ୍ୟା ହୁଅନ୍ତେ ତାହାଙ୍କ ଶିଷ୍ୟମାନେ ସମୁଦ୍ରକୂଳକୁ ଗଲେ
Odia IRV 2017 (ଓଡିଆ ବାଇବେଲ)
ସନ୍ଧ୍ୟା ହୁଅନ୍ତେ ତାହାଙ୍କ ଶିଷ୍ୟମାନେ ସମୁଦ୍ରକୂଳକୁ ଗଲେ
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಾಂಜ್ ಹೊಲ್ಲ್ಯಾ ತನ್ನಾ, ಜೆಜುಚಿ ಶಿಸಾ ಸಮುಂದರಾಕ್ಡೆ ಗೆಲಿ.