John 6:18 — Compare Translations
7 translations compared side by side
Odia - 1840
"ଖୁବ୍ ଜାରେ ରେ ପବନ ବହୁଥିଲା। ହ୍ରଦ ରେ ବଡ ବଡ ଢେଉ ଉଠିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ପ୍ରବଳ ପବନ ବହୁଥିବାରୁ ସମୁଦ୍ରରେ ଲହଡ଼ି ଉଠୁଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେତେବେଳେ ପ୍ରବଳ ବେଗରେ ପବନ ବହି ହ୍ରଦ ଭିତରେ ପାଞ୍ଚ ବା ଛଅ କିଲୋମିଟର ନୌକା ବାହି ଗଲାପରେ ଦେଖିଲେ, ଯୀଶୁ ପାଣି ଉପରେ ଚାଳି ଚାଳି ନୌକା ପାଖକୁ ଆସୁଛନ୍ତି। ଏଥିରେ ସେମାନେ ଭୀତତ୍ରସ୍ତ ହୋଇ ପଡ଼ିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଖୁବ୍ ଜୋର୍ରେ ପବନ ବହୁଥିଲା। ହ୍ରଦରେ ବଡ଼ ବଡ଼ ଢେଉ ଉଠିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ପ୍ରବଳ ପବନ ବହୁଥିବାରୁ ସମୁଦ୍ରରେ ଲହଡ଼ି ଉଠୁଥିଲା।
Odia IRV 2017 (ଓଡିଆ ବାଇବେଲ)
ଆଉ ପ୍ରବଳ ପବନ ବହୁଥିବାରୁ ସମୁଦ୍ରରେ ଲହଡ଼ି ଉଠୁଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಎಕ್ ಮೊಟೊ ವಾರೊ ಉಟ್ಲೊ, ಅನಿ ಪಾನಿಯಾಕ್ ವೈರ್-ಖಾಯ್ಲ್ ಕರುಕ್ಲಾಲೊ.