John 6:22 — Compare Translations
7 translations compared side by side
Odia - 1840
"ତହିଁ ଆର ଦିନ ହ୍ରଦର ଆର ପଟେ କେତକେ ଲୋକ ରହିଗଲେ। ଯୀଶୁ ତାହାଙ୍କ ଶିଷ୍ଯମାନଙ୍କ ସହିତ ଡଙ୍ଗା ରେ ଯାଇ ନାହାଁନ୍ତି, ଏହି ବିଷୟ ସହେି ଲୋକମାନେ ଜାଣି ନଥିଲେ। ସମାନେେ ଜାଣିଥିଲେ ଯେ, ଶିଷ୍ଯମାନେ ଯୀଶୁଙ୍କୁ ଏକାକୀ ଛାଡି ଦଇେ ଡଙ୍ଗା ରେ ଚାଲିଗଲେ। ସମାନେେ ଜାଣିଥିଲେ ଯେ, ସଠାେରେ କବଳେ ସହେି ଗୋଟିଏ ମାତ୍ର ଡଙ୍ଗା ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ସ୍ଥାନରେ ଗୋଟିଏ ନୌକା ଭିନ୍ନ ଯେ ଅନ୍ୟ କୌଣସି ନୌକା ନ ଥିଲା, ଆଉ ସେଥିରେ ଯେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଯାଇ ନ ଥିଲେ, ମାତ୍ର କେବଳ ତାହାଙ୍କ ଶିଷ୍ୟମାନେ ଯାଇଥିଲେ, ଏହା ଯେଉଁ ଲୋକମାନେ ତହିଁ ଆରଦିନ ସମୁଦ୍ର ସେପାରିରେ ଠିଆ ହୋଇଥିଲେ, ସେମାନେ ଦେଖିଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପରିଦିନ ହ୍ରଦର ଅନ୍ୟ ପାଖରେ ରହିଯାଇ ଥିବା ଲୋକମାନେ ଜାଣିପାରିଲେ ଯେ, ସେଠାରେ କେବଳ ଗୋଟାଏ ନୌକା ଥିଲା ଥିଲା ଏବଂ ଶିଷ୍ୟମାନେ ଯୀଶୁଙ୍କୁ ସଙ୍ଗରେ ନ ନେଇ ସେହି ନୌକାରେ ହ୍ରଦ ଭିତରକୁ ଚାଲି ଯାଇଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ଲୋକମାନେ ଯୀଶୁଙ୍କୁ ଖୋଜିଲେ ତହିଁ ଆର ଦିନ ହ୍ରଦର ଆର ପଟେ କେତେକ ଲୋକ ରହିଗଲେ। ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଡଙ୍ଗାରେ ଯାଇ ନାହାନ୍ତି, ଏହି ବିଷୟ ସେହି ଲୋକମାନେ ଜାଣି ନ ଥିଲେ। ସେମାନେ ଜାଣିଥିଲେ ଯେ, ଶିଷ୍ୟମାନେ ଯୀଶୁଙ୍କୁ ଏକାକୀ ଛାଡ଼ି ଦେଇ ଡଙ୍ଗାରେ ଗ୍ଭଲିଗଲେ। ସେମାନେ ଜାଣିଥିଲେ ଯେ, ସେଠାରେ କେବଳ ସେହି ଗୋଟିଏ ମାତ୍ର ଡଙ୍ଗା ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ସ୍ଥାନରେ ଗୋଟିଏ ସାନ ନୌକା ବ୍ୟତୀତ ଯେ ଅନ୍ୟ କୌଣସି ନୌକା ନ ଥିଲା, ଆଉ ସେଥିରେ ଯେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଯାଇ ନ ଥିଲେ, ମାତ୍ର କେବଳ ତାହାଙ୍କ ଶିଷ୍ୟମାନେ ଯାଇଥିଲେ, ଏହା ଯେଉଁ ଲୋକମାନେ ତହିଁ ଆରଦିନ ସମୁଦ୍ର ସେପାରିରେ ଠିଆ ହୋଇଥିଲେ, ସେମାନେ ଦେଖିଥିଲେ।
Odia IRV 2017 (ଓଡିଆ ବାଇବେଲ)
ସେ ସ୍ଥାନରେ ଗୋଟିଏ ନୌକା ବ୍ୟତୀତ ଯେ ଅନ୍ୟ କୌଣସି ନୌକା ନ ଥିଲା, ଆଉ ସେଥିରେ ଯେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଯାଇ ନ ଥିଲେ, ମାତ୍ର କେବଳ ତାହାଙ୍କ ଶିଷ୍ୟମାନେ ଯାଇଥିଲେ, ଏହା ଯେଉଁ ଲୋକମାନେ ତହିଁ ଆରଦିନ ସମୁଦ୍ର ସେପାରିରେ ଠିଆ ହୋଇଥିଲେ, ସେମାନେ ଦେଖିଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದುಸ್ರೆಂದಿಸಿ ತ್ಯಾ ದಂಡೆಕ್ ಹೊತ್ತ್ಯಾ ಲೊಕಾನಿ ಸಮುಂದರಾತ್ ಎಕುಚ್ ಎಕ್ ಢೊನ್ ಹೊತ್ತಿ ಬಗಟ್ಲ್ಯಾನಿ, ಜೆಜು ಶಿಸಾಂಚ್ಯಾ ವಾಂಗ್ಡಾ ಢೊನಿತ್ ಚೆಡುಕ್ ನತ್ತೊ, ಶಿಸಾ ಎವ್ಡೆಚ್ ಥೈತ್ನಾ ಫಿಡೆ ಗೆಲ್ಲಿ. ಕಶ್ಯಾಕ್ ಮಟ್ಲ್ಯಾರ್ ತೆನಿ ಜೆಜುಕ್ ಫಾಟಿ ಸೊಡುನ್ ಗೆಲ್ಲ್ಯಾನಿ.