John 6:46 — Compare Translations
7 translations compared side by side
Odia - 1840
"ମୁଁ କହିବା ଅର୍ଥ ନୁହେଁ ଯେ, କୌଣସି ବ୍ଯକ୍ତି ପରମପିତାଙ୍କୁ ଦେଖିଛି। ପରମପିତାଙ୍କୁ କବଳେ ସହେି ଜଣେ ଦେଖିଛନ୍ତି, ୟିଏକି ପରମେଶ୍ବରଙ୍କଠାରୁ ଆସିଛନ୍ତି। ସହେି ଲୋକ ପରମପିତାଙ୍କୁ ଦେଖିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କେହି ଯେ ପିତାଙ୍କୁ ଦେଖିଅଛି, ତାହା ନୁହେଁ; ଯେ ଈଶ୍ଵରଙ୍କଠାରୁ ଆସିଅଛନ୍ତି, କେବଳ ସେ ପିତାଙ୍କୁ ଦେଖିଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହାର ଅର୍ଥ ନୁହେଁ ଯେ ଅନ୍ୟ କେହି ତାଙ୍କୁ ଦେଖିଛି। ଯେ ଈଶ୍ୱରଙ୍କଠାରୁ ଆସିଛନ୍ତି, ସେ କେବଳ ତାଙ୍କୁ ଦେଖିଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ କହିବା ଅର୍ଥ ନୁହେଁ ଯେ, କୌଣସି ବ୍ୟକ୍ତି ପରମପିତାଙ୍କୁ ଦେଖିଛି। ପରମପିତାଙ୍କୁ କେବଳ ସେହି ଜଣେ ଦେଖିଛନ୍ତି, ଯିଏ କି ପରମେଶ୍ୱରଙ୍କଠାରୁ ଆସିଛନ୍ତି। ସେହି ଲୋକ ପରମପିତାଙ୍କୁ ଦେଖିଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କେହି ଯେ ପିତାଙ୍କୁ ଦେଖିଅଛି, ତାହା ନୁହେଁ; ଯେ ଈଶ୍ବରଙ୍କଠାରୁ ଆସିଅଛନ୍ତି, କେବଳ ସେ ପିତାଙ୍କୁ ଦେଖିଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
କେହି ଯେ ପିତାଙ୍କୁ ଦେଖିଅଛି, ତାହା ନୁହେଁ; ଯେ ଈଶ୍ୱରଙ୍କଠାରୁ ଆସିଅଛନ୍ତି, କେବଳ ସେ ପିତାଙ୍କୁ ଦେଖିଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ಮನುನ್ ಕೊನ್ಬಿ ಬಾಬಾಕ್ ಬಗಟಲ್ಲೊ ಹಾಯ್ ಮನುನ್ ನ್ಹಯ್, ಜೆ ಕೊನ್ ದೆವಾಚೊ ಮನುನ್ ಹಾಯ್ ತೆನಿ ಎಕ್ಲ್ಯಾನುಚ್ ಬಾಬಾಕ್ ಬಗಟ್ಲ್ಯಾನಾಯ್.