John 6:52 — Compare Translations

7 translations compared side by side

Odia - 1840
"ତା'ପରେ ଯିହୂଦୀମାନେ ପରସ୍ପର ଭିତ ରେ ୟୁକ୍ତିତର୍କ କରିବାକୁ ଲାଗିଲେ। ସମାନେେ କହିଲେ, ଏ ଲୋକ କିପରି ଆମ୍ଭମାନଙ୍କୁ ତା'ର ଶରୀର ଖାଇବା ପାଇଁ ଦଇେ ପାରିବ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ଯିହୁଦୀମାନେ ପରସ୍ପର ବାଗ୍ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇ ପାରେ?
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ କହିଲେ: “ମୁଁ ସତ୍ୟ କହୁଛି, ମନୁଷ୍ୟପୁତ୍ରଙ୍କ ମାଂସ ଭୋଜନ ନ କଲେ ଓ ତାଙ୍କ ରକ୍ତ ପାନ ନ କଲେ, ତୁମ୍ଭେମାନେ ଜୀବନ ପାଇପାରିବ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଯିହୂଦୀମାନେ ପରସ୍ପର ଭିତରେ ଯୁକ୍ତିତର୍କ କରିବାକୁ ଲାଗିଲେ। ସେମାନେ କହିଲେ, “ଏ ଲୋକ କିପରି ଆମ୍ଭମାନଙ୍କୁ ତା’ର ଶରୀର ଖାଇବା ପାଇଁ ଦେଇ ପାରିବ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ଯିହୁଦୀମାନେ ପରସ୍ପର ବାଗ୍‍ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇ ପାରେ?
Odia IRV 2017 (ଓଡିଆ ବାଇବେଲ)
ଏଥିରେ ଯିହୂଦୀମାନେ ପରସ୍ପର ବାଗ୍‍ଯୁଦ୍ଧ କରି କହିବାକୁ ଲାଗିଲେ, ଏ କିପରି ଆମ୍ଭମାନଙ୍କୁ ଆପଣା ମାଂସ ଖାଇବାକୁ ଦେଇ ପାରେ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆ ಆಯ್ಕುನ್ ತೆಂಚ್ಯಾ ಮದ್ದಿ ರಾಗಾಚ್ಯಾ ಗೊಸ್ಟಿಯಾ ಉಟುಕ್‍ ಲಾಗ್ಲ್ಯಾ, ತೆನಿ “ಹ್ಯೊ ಮಾನುಸ್ ಅಮ್ಕಾ ಖಾವ್ಕ್ ಅಪ್ನಾಚೆ ಮಾಸ್ ದಿತಾ: ಮನ್ತಾ ಮಟ್ಲ್ಯಾರ್ ಹೆ ಕಶೆ?” ಮನುನ್ ಇಚಾರುಕ್ ಲಾಗ್ಲ್ಯಾನಿ.