John 6:56 — Compare Translations

7 translations compared side by side

Odia - 1840
"ଯଦି କୌଣସି ବ୍ଯକ୍ତି ମାେ ମାଂସ ଖାଏ ଓ ମାରେ ରକ୍ତ ପିଏ, ତବେେ ସହେି ବ୍ଯକ୍ତି ମାେ ଭିତ ରେ ରହେ ଓ ମୁଁ ତା' ଭିତ ରେ ରୁ ହେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେ ମୋହର ମାଂସ ଭୋଜନ କରେ ଓ ମୋʼ ରକ୍ତ ପାନ କରେ, ସେ ମୋʼଠାରେ ରହେ ଓ ମୁଁ ତାହାଠାରେ ରହେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେ କେହି ମୋର ମାଂସ ଭୋଜନ କରେ ଓ ମୋର ରକ୍ତ ପାନ କରେ, ସେ ମୋ’ଠାରେ ରହିବ ଏବଂ ମୁଁ ମଧ୍ୟ ତା’ଠାରେ ସଦା ବିଦ୍ୟମାନ ରହିବି।
Odia Bible ERV 2004 (ପବିତ୍ର ବାଇବଲ)
ଯଦି କୌଣସି ବ୍ୟକ୍ତି ମୋ’ ମାଂସ ଖାଏ ଓ ମୋର ରକ୍ତ ପିଏ, ତେବେ ସେହି ବ୍ୟକ୍ତି ମୋ’ ଭିତରେ ରହେ ଓ ମୁଁ ତା’ ଭିତରେ ରୁହେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେ ମୋହର ମାଂସ ଭୋଜନ କରେ ଓ ମୋʼ ରକ୍ତ ପାନ କରେ, ସେ ମୋʼ ଠାରେ ରହେ ଓ ମୁଁ ତାହାଠାରେ ରହେ।
Odia IRV 2017 (ଓଡିଆ ବାଇବେଲ)
ଯେ ମୋହର ମାଂସ ଭୋଜନ କରେ ଓ ମୋ' ରକ୍ତ ପାନ କରେ, ସେ ମୋ'ଠାରେ ରହେ ଓ ମୁଁ ତାହାଠାରେ ରହେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆ ಕೊನ್ ಮಾಜೆ ಶರಿರ್ ಖಾತಾತ್ ಅನಿ ರಗಾತ್ ಫಿತಾತ್ ತೆನಿ ಮಾಜ್ಯಾ ಭುತ್ತುರ್ ಜಿವನ್ ಕರ್‍ತಾತ್ ಅನಿ ಮಿಯಾ ತೆಂಚ್ಯಾ ಭುತ್ತುರ್ ರ್‍ಹಾತಾ.