John 6:64 — Compare Translations

7 translations compared side by side

Odia - 1840
"କିନ୍ତୁ ତୁମ୍ଭ ଭିତରୁ କେତକେ ବିଶ୍ବାସ କରୁ ନାହଁ। ଯୀଶୁ ବିଶ୍ବାସ ନକରୁଥିବା ଲୋକଙ୍କୁ ପ୍ରଥମରୁ ଜାଣିଥିଲେ ଏବଂ ପରେ ୟିଏ ବିଶ୍ବାସଘତକତା କରିବ ସହେି ଲୋକକୁ ମଧ୍ଯ ସେ ଜାଣିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ବିଶ୍ଵାସ କରୁ ନାହାନ୍ତି । କାରଣ କେଉଁମାନେ ବିଶ୍ଵାସ କରୁ ନ ଥିଲେ ଏବଂ କିଏ ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣ କରିବ, ତାହା ଯୀଶୁ ଆଦ୍ୟରୁ ଜାଣିଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତଥାପି ତୁମ ମଧ୍ୟରୁ ଅନେକେ ବିଶ୍ୱାସ କରୁ ନାହଁ।” (ଯୀଶୁ ଆରମ୍ଭରୁ ଜାଣିଥିଲେ, କେଉଁମାନେ ତାଙ୍କଠାରେ ବିଶ୍ୱାସ କରିବେ ନାହିଁ ଏବଂ କିଏ ତାଙ୍କ ପ୍ରତି ବିଶ୍ୱାସଘାତକତା କରିବ।)
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ତୁମ୍ଭ ଭିତରୁ କେତେକ ବିଶ୍ୱାସ କରୁ ନାହଁ। ଯୀଶୁ ବିଶ୍ୱାସ ନ କରୁଥିବା ଲୋକଙ୍କୁ ପ୍ରଥମରୁ ଜାଣିଥିଲେ ଏବଂ ପରେ ଯିଏ ବିଶ୍ୱାସଘାତକତା କରିବ ସେହି ଲୋକକୁ ମଧ୍ୟ ସେ ଜାଣିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ବିଶ୍ୱାସ କରୁ ନାହାନ୍ତି।” କାରଣ ଯେଉଁମାନେ ବିଶ୍ୱାସ କରୁ ନ ଥିଲେ ଏବଂ କିଏ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ତାହା ଯୀଶୁ ଆଦ୍ୟରୁ ଜାଣିଥିଲେ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ବିଶ୍ୱାସ କରୁ ନାହାଁନ୍ତି । କାରଣ ଯେଉଁମାନେ ବିଶ୍ୱାସ କରୁ ନ ଥିଲେ ଏବଂ କିଏ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ, ତାହା ଯୀଶୁ ଆଦ୍ୟରୁ ଜାଣିଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಜುನ್ಬಿ ತುಮ್ಚ್ಯಾತ್ಲೆ ಉಲ್ಲಿ ಲೊಕಾ ವಿಶ್ವಾಸ್ ಕರಿನ್ಯಾತ್”. ಅದ್ದಿಕ್ನಾ ಅಪ್ನಾಚ್ಯಾ ವಾಗ್ಡಾ ಹೊತ್ತೆಚ್ ವಿಶ್ವಾಸ್ ಧರಿನ್ಯಾತ್ ಅನಿ ಹ್ಯಾತುರ್‍ಲೊಚ್ ಕೊನ್ ತರ್ ಅಪ್ನಾಕ್ ಘಾತ್ ಕರ್‍ತಾ ಮನುನ್ ಜೆಜುಕ್ ಅದ್ದಿಚ್ ಗೊತ್ತ್ ಹೊತ್ತೆ.