John 7:19 — Compare Translations
7 translations compared side by side
Odia - 1840
"ଏହା ସତ୍ଯ ଯେ ମାଶାେ ତୁମ୍ଭକୁ ନିୟମ (ବ୍ଯପସ୍ଥା) ଦଇେଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ଯରୁ କହେି ସେ ନିୟମ ମାନୁ ନାହଁ। ତୁମ୍ଭେ ମାେତେ କାହିଁକି ମାରି ଦବୋ ପାଇଁ ଚେଷ୍ଟା କରୁଛ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋଶା କଅଣ ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇ ନାହାନ୍ତି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ବ୍ୟବସ୍ଥା ପାଳନ କରୁ ନାହଁ । ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ?
Odia BSI (ପବିତ୍ର ବାଇବଲ (CL) NT (BSI))
ମୋଶା ତୁମ୍ଭମାନଙ୍କ ପାଇଁ ବିଧି ବ୍ୟବସ୍ଥା ସବୁ ରଖିଦେଇଯାଇଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଜଣେ ହେଲେ ସେହି ବ୍ୟବସ୍ଥା ପାଳନ କରୁ ନାହିଁ। ତୁମ୍ଭେମାନେ ମୋତେ ମାରି ଦେବାକୁ କାହିଁକି ଚେଷ୍ଟା କରୁଛ?”
Odia Bible ERV 2004 (ପବିତ୍ର ବାଇବଲ)
ଏହା ସତ୍ୟ ଯେ ମୋଶା ତୁମ୍ଭକୁ ନିୟମ (ବ୍ୟବସ୍ଥା) ଦେଇଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି ସେ ନିୟମ ମାନୁ ନାହଁ। ତୁମ୍ଭେ ମୋତେ କାହିଁକି ମାରି ଦେବା ପାଇଁ ଚେଷ୍ଟା କରୁଛ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋଶା କଅଣ ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇ ନାହାନ୍ତି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ। ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ?”
Odia IRV 2017 (ଓଡିଆ ବାଇବେଲ)
ମୋଶା କ'ଣ ତୁମ୍ଭମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଦେଇ ନାହାଁନ୍ତି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ । ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಕಾ ಮೊಯ್ಜೆನ್ ಖಾಯ್ದೆ ದಿಲ್ಲೆ ಹೊಯ್ ಕಿ ನ್ಹಯ್? ಖರೆ ತುಮ್ಚ್ಯಾತ್ಲೊ ಕೊನ್ಬಿ ಹೆ ಖಾಯ್ದೆ ಪಾಳಿನಾ. ತುಮಿ ಮಾಕಾ ಜಿವಾನಿ ಮಾರುಕ್ ಕಶ್ಯಾಕ್ ಬಗುಲ್ಯಾಸಿ?" ಮನುನ್ ಜಬಾಬ್ ದಿಲ್ಯಾನ್.