John 7:27 — Compare Translations

7 translations compared side by side

Odia - 1840
"କିନ୍ତୁ ଆମ୍ଭେ ଜାଣୁ ଏହି ବ୍ଯକ୍ତି କେଉଁଠାରୁ ଆସିଛି। ଯେତବେେଳେ ପ୍ରକୃତ ଖ୍ରୀଷ୍ଟ ଆସିବେ, ସେତବେେଳେ କହେି ତାହାଙ୍କର ଆସିବା ସ୍ଥାନ ଜାଣିପାରିବେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯାହାହେଉ, ଏହାର ଉତ୍ପତ୍ତି ଆମ୍ଭେମାନେ ଜାଣୁ, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଆସିବେ, ସେତେବେଳେ ତାହାଙ୍କ ଉତ୍ପତ୍ତି କେହି ଜାଣିବ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେତେବେଳେ ମସୀହ ଆବିର୍ଭୁତ ହେବେ, ସେ କେଉଁଠାରୁ ଆସିଛନ୍ତି, କେହି ଜାଣି ପାରିବେ ନାହିଁ; କିନ୍ତୁ ଏ ବ୍ୟକ୍ତି କେଉଁଠୁ ଆସିଛନ୍ତି, ଆମେ ସମସ୍ତେ ଜାଣୁ।”
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଆମ୍ଭେ ଜାଣୁ ଏହି ବ୍ୟକ୍ତି କେଉଁଠାରୁ ଆସିଛି। ଯେତେବେଳେ ପ୍ରକୃତ ଖ୍ରୀଷ୍ଟ ଆସିବେ, ସେତେବେଳେ କେହି ତାହାଙ୍କର ଆସିବା ସ୍ଥାନ ଜାଣି ପାରିବେ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯାହା ହେଉ, ଆମ୍ଭେମାନେ ଜାଣୁ ଯେ ଏହି ବ୍ୟକ୍ତି କେଉଁଠାରୁ, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଆସିବେ, ସେତେବେଳେ କେହି ଜାଣିବ ନାହିଁ ଯେ ସେ କେଉଁଠାରୁ ଅଟନ୍ତି।
Odia IRV 2017 (ଓଡିଆ ବାଇବେଲ)
ଯାହା ହେଉ, ଆମ୍ଭେମାନେ ଜାଣୁ ଯେ ଏହି ବ୍ୟକ୍ତି କେଉଁଠାରୁ, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଆସିବେ, ସେତେବେଳେ କେହି ଜାଣିବ ନାହିଁ ଯେ ସେ କେଉଁଠାରୁ ଅଟନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮೆಸ್ಸಿಯಾ ಯೆಲ್ಲ್ಯಾತನ್ನಾ ತೊ ಖೈತ್ನಾ ಯೆಲಾ ಮನುನ್ ಕೊನಾಕ್ಬಿ ಗೊತ್ತ್ ರ್‍ಹಾಯ್ನಾ. ಹ್ಯೊ ಮಾನುಸ್ ಖೈತ್ನಾ ಯೆಲಾ ಮನುನ್ ಅಮ್ಕಾ ಗೊತ್ತ್ ಹಾಯ್” ಮಟ್ಲ್ಯಾನಿ.