John 7:51 — Compare Translations

7 translations compared side by side

Odia - 1840
"ସେ କହିଲେ, ଆମ୍ଭର ପ୍ରଥା ଯେ କୌଣସି ଲୋକର କଥା ପ୍ରଥମେ ନଶୁଣି ବିଚାର କରିବ ନାହିଁ। ସେ କ'ଣ କରିଛନ୍ତି, ଆମ୍ଭେ ନଜାଣି ତାହାଙ୍କର ବିଚାର କରି ପାରିବା ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମ୍ଭମାନଙ୍କର ବ୍ୟବସ୍ଥା କଅଣ ତାହାକୁ ଦୋଷୀ କରେ?
Odia BSI (ପବିତ୍ର ବାଇବଲ (CL) NT (BSI))
ସେ କହିଲେ, “ଆମ ବ୍ୟବସ୍ଥା ଅନୁଯାୟୀ ଜଣେ କାହାକୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବରୁ ତା’ କଥା ଶୁଣିବାକୁ ହେବ ଏବଂ ସେ କ’ଣ କରିଛି, ଅନୁସନ୍ଧାନ କରିବାକୁ ହେବ।”
Odia Bible ERV 2004 (ପବିତ୍ର ବାଇବଲ)
ସେ କହିଲେ, “ଆମ୍ଭର ପ୍ରଥା ଯେକୌଣସି ଲୋକର କଥା ପ୍ରଥମେ ନ ଶୁଣି ବିଗ୍ଭର କରିବ ନାହିଁ। ସେ କ’ଣ କରିଛନ୍ତି, ଆମ୍ଭେ ନ ଜାଣି ତାହାଙ୍କର ବିଗ୍ଭର କରି ପାରିବା ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥା କଅଣ ତାହାକୁ ଦୋଷୀ କରେ?
Odia IRV 2017 (ଓଡିଆ ବାଇବେଲ)
ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥା କ'ଣ ତାହାକୁ ଦୋଷୀ କରେ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಅಮ್ಚ್ಯಾ ಖಾಯ್ದ್ಯಾ ಪರ್‍ಕಾರ್ ಕೊನಾಕ್ಬಿ ಬರೆ ಕರುನ್ ಆಯ್ಕಲ್ಲ್ಯಾ ಶಿವಾಯ್ ಅನಿ ತೆನಿ ಕರಲ್ಲಿ ಚುಕ್ ಹುಡ್ಕುನ್ ಕಾಡ್ಲ್ಯಾ ಶಿವಾಯ್ ತೊ ಮಾನುಸ್ ಚುಕಿದಾರ್ ಮನುನ್ ಸಾಂಗುಕ್ ಹೊಯ್ನಾ” ಮಟ್ಲ್ಯಾನ್