John 8:17 — Compare Translations
7 translations compared side by side
Odia - 1840
"ତୁମ୍ଭର ବିଧି ବ୍ଯବସ୍ଥା କୁ ହେ ଯେ କୌଣସି ଘଟଣା ସମ୍ବନ୍ଧ ରେ ଯଦି ଦୁଇ ଜଣ ସାକ୍ଷୀ ସମାନ କଥା କହନ୍ତି, ତବେେ ତୁମ୍ଭେ ନିଶ୍ଚୟ ସମାନଙ୍କେ କଥା ଗ୍ରହଣ କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଦୁଇ ଜଣଙ୍କର ସାକ୍ଷ୍ୟ ଯେ ସତ୍ୟ, ଏହା ତୁମ୍ଭମାନଙ୍କର ବ୍ୟବସ୍ଥାରେ ମଧ୍ୟ ଲେଖା ଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ ଧର୍ମ ବ୍ୟବସ୍ଥାରେ ଲେଖାଯାଇଛି, ଦୁଇ ଜଣ ସାକ୍ଷୀଙ୍କ କଥା ସମାନ ହେଲେ, ସେମାନେ ଯାହା କହୁଛନ୍ତି ତାହା ସତ୍ୟ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭର ବିଧି ବ୍ୟବସ୍ଥା କୁହେ ଯେ, କୌଣସି ଘଟଣା ସମ୍ବନ୍ଧରେ ଯଦି ଦୁଇଜଣ ସାକ୍ଷୀ ସମାନ କଥା କହନ୍ତି, ତେବେ ତୁମ୍ଭେ ନିଶ୍ଚୟ ସେମାନଙ୍କ କଥା ଗ୍ରହଣ କରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଦୁଇ ଜଣଙ୍କର ସାକ୍ଷ୍ୟ ଯେ ସତ୍ୟ, ଏହା ତୁମ୍ଭମାନଙ୍କର ବ୍ୟବସ୍ଥାରେ ମଧ୍ୟ ଲେଖାଅଛି।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଦୁଇ ଜଣଙ୍କର ସାକ୍ଷ୍ୟ ଯେ ସତ୍ୟ, ଏହା ତୁମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥାରେ ମଧ୍ୟ ଲେଖା ଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಚ್ಯಾ ಖಾಯ್ದ್ಯಾತ್ನಿ ದೊಗೆ ಜಾನಾ ಎಕುಚ್ ವಿಶಯಾತ್ ಸಾಕ್ಷಿ ದಿವ್ನ್ ಸಾಂಗಟ್ಲ್ಯಾರ್ ತೆ ಖರೆಚ್! ಮನುನ್ ಲಿವಲ್ಲೆ ಹಾಯ್.