John 8:18 — Compare Translations

7 translations compared side by side

Odia - 1840
"ମୁଁ ମାେ ନିଜ ସମ୍ବନ୍ଧ ରେ ଜଣେ ସାକ୍ଷୀ ଓ ମାେତେ ପଠାଇଥିବା ପରମପିତା ମାରେ ଆଉ ଜଣେ ସାକ୍ଷୀ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ନିଜେ ନିଜର ସାକ୍ଷୀ, ପୁଣି ମୋହର ପ୍ରେରଣ-କର୍ତ୍ତା ପିତା ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୋ’ ନିଜ ପାଇଁ ମୁଁ ସାକ୍ଷ୍ୟ ଦେଉଛି ଏବଂ ମୋର ପ୍ରେରଣକାରୀ ପିତା ମଧ୍ୟ ମୋ’ ପାଇଁ ସାକ୍ଷ୍ୟ ଦେଉଛନ୍ତି।”
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ମୋ’ ନିଜ ସମ୍ବନ୍ଧରେ ଜଣେ ସାକ୍ଷୀ ଓ ମୋତେ ପଠାଇଥିବା ପରମପିତା ମୋର ଆଉ ଜଣେ ସାକ୍ଷୀ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ନିଜେ ନିଜର ସାକ୍ଷୀ, ପୁଣି, ମୋହର ପ୍ରେରଣକର୍ତ୍ତା ପିତା ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି।”
Odia IRV 2017 (ଓଡିଆ ବାଇବେଲ)
ମୁଁ ନିଜେ ନିଜର ସାକ୍ଷୀ, ପୁଣି, ମୋହର ପ୍ରେରଣକର୍ତ୍ତା ପିତା ମୋ' ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಮಾಜ್ಯಾ ಸ್ವತಾಚ್ಯಾ ವಿಶಯಾತ್ ಸಾಕ್ಷಿ ದಿತಾ, ಅನಿ ಮಾಕಾ ಧಾಡಲ್ಲೊ ಮಾಜೊ ಬಾಬಾಬಿ ಮಾಜ್ಯಾ ವಿಶಯಾತುಚ್ ಸಾಕ್ಷಿ ದಿತಾ”.