John 8:35 — Compare Translations
7 translations compared side by side
Odia - 1840
"ଜଣେ କ୍ରୀତଦାସ ଗୋଟିଏ ପରିବାର ରେ ସର୍ବଦା ରହେ ନାହିଁ। କିନ୍ତୁ ଜଣେ ପୁତ୍ର ଗୋଟିଏ ପରିବାରଭୁକ୍ତ ହାଇେ ସବୁବେଳେ ରୁ ହେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦାସ ଚିରକାଳ ଗୃହରେ ରହେ ନାହିଁ, ପୁତ୍ର ଚିରକାଳ ରହେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଦାସ ସବୁ ସମୟ ପାଇଁ ପରିବାରର ଜଣେ ହୋଇ ରହେ ନାହିଁ। କିନ୍ତୁ ପରିବାରରେ ପୁତ୍ରର ସ୍ଥାନ ଚିରସ୍ଥାୟୀ।
Odia Bible ERV 2004 (ପବିତ୍ର ବାଇବଲ)
ଜଣେ କ୍ରୀତଦାସ ଗୋଟିଏ ପରିବାରରେ ସର୍ବଦା ରହେ ନାହିଁ। କିନ୍ତୁ ଜଣେ ପୁତ୍ର ଗୋଟିଏ ପରିବାରଭୁକ୍ତ ହୋଇ ସବୁବେଳେ ରୁହେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦାସ ଅନନ୍ତକାଳ ଗୃହରେ ରହେ ନାହିଁ, ପୁତ୍ର ଅନନ୍ତକାଳ ରହେ।
Odia IRV 2017 (ଓଡିଆ ବାଇବେଲ)
ଦାସ ଅନନ୍ତକାଳ ଗୃହରେ ରହେ ନାହିଁ, ପୁତ୍ର ଅନନ୍ତକାଳ ରହେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಗುಲಾಮ್ ಎಕ್ ಕುಟ್ಮಾಚೊ ಖಾಯ್ಮಿಚೊ ಮಾನುಸ್ ನ್ಹಯ್, ಖರೆ ಎಕ್ ಲೆಕ್ ಕನ್ನಾಬಿ ಕುಟ್ಮಾಕ್ ಸಮಂದ್ ಪಡಲ್ಲೊ ರ್ಹಾತಾ.