John 8:50 — Compare Translations

7 translations compared side by side

Odia - 1840
"ମୁଁ ନିଜେ ସମ୍ମାନ ପାଇବା ପାଇଁ ଚେଷ୍ଟା କରୁନାହିଁ। ମାତ୍ର ଜଣେ ଅଛନ୍ତି, ୟିଏ ମାେ ନିମନ୍ତେ ସମ୍ମାନ ଇଚ୍ଛା କରନ୍ତି। ସେ ହେଉଛନ୍ତି ବିଚାରକର୍ତ୍ତା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ମୁଁ ନିଜର ଗୌରବ ଅନ୍ଵେଷଣ କରେ ନାହିଁ; ଯେ ଅନ୍ଵେଷଣ କରନ୍ତି ଓ ବିଚାର କରନ୍ତି, ଏପରି ଜଣେ ଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ନିଜକୁ ଗୌରବାନ୍ୱିତ କରିବାକୁ ଇଚ୍ଛା କରୁ ନାହିଁ। ଏକଥା ମୋ’ ପାଇଁ ଆଉ ଜଣେ ଚାହୁଁଛନ୍ତି; ସେ ମୋ’ ସପକ୍ଷରେ ବିଚାର କରିବେ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ନିଜେ ସମ୍ମାନ ପାଇବା ପାଇଁ ଚେଷ୍ଟା କରୁ ନାହିଁ। ମାତ୍ର ଜଣେ ଅଛନ୍ତି, ଯିଏ ମୋ’ ନିମନ୍ତେ ସମ୍ମାନ ଇଚ୍ଛା କରନ୍ତି। ସେ ହେଉଛନ୍ତି ବିଗ୍ଭରକର୍ତ୍ତା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ମୁଁ ନିଜର ଗୌରବ ଅନ୍ୱେଷଣ କରେ ନାହିଁ; ଯେ ଅନ୍ୱେଷଣ କରନ୍ତି ଓ ବିଚାର କରନ୍ତି, ଏପରି ଜଣେ ଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ମୁଁ ନିଜର ଗୌରବ ଅନ୍ୱେଷଣ କରେ ନାହିଁ; ଯେ ଅନ୍ୱେଷଣ କରନ୍ତି ଓ ବିଚାର କରନ୍ତି, ଏପରି ଜଣେ ଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಮಾಕಾಚ್ ಮಾನ್ ಮರ್‍ಯಾದ್ ಗಾವುಕ್ ಪಾಜೆ ಮನುನ್ ಬಗಿನಾ ಹೊಲಾ. ಖರೆ ಜೊ ಕೊನ್ ಎಕ್ಲೊ ಹಾಯ್ ತೊ ಮಾಜ್ಯಾ ತರ್ಪೆನ್ ನ್ಯಾಯ್ ದಿತಲೊ ತೊ ತೆ ಹುಡ್ಕುಲಾಲಾ.