John 8:56 — Compare Translations
7 translations compared side by side
Odia - 1840
"ମାରେ ଆଗମନ ଦେଖି ପାରିବେ ବୋଲି ଆଶାକରି ତୁମ୍ଭ ପିତା ଅବ୍ରାହାମ ବହୁତ ଖୁସି ହାଇେଥିଲେ। ସେ ସହେି ଦିନଟି ଦେଖିଲେ ଓ ଖୁସି ହେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭମାନଙ୍କର ପିତା ଅବ୍ରହାମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୋର ଆଗମନ ଦେଖି ପାରିବେ ବୋଲି ଆଶା କରି ଅବ୍ରାହାମ ଉଲ୍ଲସିତ ହୋଇଥିଲେ; ବାସ୍ତବିକ୍ ମୋତେ ଦେଖି ତାଙ୍କର ଅଶେଷ ଆନନ୍ଦ ହୋଇଥିଲା।”
Odia Bible ERV 2004 (ପବିତ୍ର ବାଇବଲ)
ମୋର ଆଗମନ ଦେଖି ପାରିବେ ବୋଲି ଆଶାକରି ତୁମ୍ଭ ପିତା ଅବ୍ରହାମ ବହୁତ ଖୁସୀ ହୋଇଥିଲେ। ସେ ସେହି ଦିନଟି ଦେଖିଲେ ଓ ଖୁସୀ ହେଲେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭମାନଙ୍କର ପିତା ଅବ୍ରହାମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ।”
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭମାନଙ୍କର ପିତା ଅବ୍ରାହାମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಯೆತಲೊ ಎಳ್ ಬಗುಕ್ ಮನುನ್ ತುಮ್ಚ್ಯಾ ಬಾಬಾ ಅಬ್ರಾಹಾಮಾಕ್ ಲೈ ಮನ್ ಹೊತ್ತೊ ತೆನಿ ತೊ ಎಳ್ ಬಗಟ್ಲ್ಯಾನ್ ಅನಿ ತೆಕಾ ಲೈ ಖುಶಿ ಹೊಲಿ” ಮನುನ್ ಜಬಾಬ್ ದಿಲ್ಯಾನ್.