John 9:23 — Compare Translations
7 translations compared side by side
Odia - 1840
"ତେଣୁ ତାର ପିତାମାତା କହିଲେ, ତା'ର ୟଥେଷ୍ଟ ବୟସ ହାଇେଛି। ତାକୁ ପଚାର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ତାହାର ପିତାମାତା କହିଲେ, ସେ ବୟସପ୍ରାପ୍ତ, ତାହାକୁ ପଚାରନ୍ତୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେଥିପାଇଁ ତା’ର ପିତାମାତା କହିଲେ, “ତା’ଣ ବୟସ ହେଉଛି, ତାକୁ ପଚାର।”
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ତା’ର ପିତାମାତା କହିଲେ, “ତା’ର ଯଥେଷ୍ଟ ବୟସ ହୋଇଛି। ତାକୁ ପଗ୍ଭର।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ, ତାହାର ପିତାମାତା କହିଲେ, ସେ ବୟସପ୍ରାପ୍ତ, ତାହାକୁ ପଚାରନ୍ତୁ।
Odia IRV 2017 (ଓଡିଆ ବାଇବେଲ)
ଅତଏବ, ତାହାର ପିତାମାତା କହିଲେ, ସେ ବୟସପ୍ରାପ୍ତ, ତାହାକୁ ପଚାରନ୍ତୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಮನುನ್ ತ್ಯೆಚ್ಯಾ ಬಾಯ್-ಬಾಬಾನಿ, ತೊ ಬಾರಿಕ್ ಪೊರ್ ನ್ಹಯ್, ತೆಕಾಚ್ ಇಚಾರಾ! ಮನುನ್ ಮಟ್ಲ್ಯಾನಿ.