John 9:33 — Compare Translations
7 translations compared side by side
Odia - 1840
"ଏ ଲୋକ ନିଶ୍ଚିତ ରୂପରେ ପରମେଶ୍ବରଙ୍କ ପାଖରୁ ଆସିଛି, ନ ହେଲେ ସେ ଏଭଳି କିଛି କାର୍ୟ୍ଯ କରି ପାରି ନଥାନ୍ତା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏ ଈଶ୍ଵରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଈଶ୍ୱରଙ୍କ ଠାରୁ ଆସି ନ ଥିଲେ, ସେ କେବେ ଏହି କାର୍ଯ୍ୟ କରିପାରି ନ ଥାଆନ୍ତେ।”
Odia Bible ERV 2004 (ପବିତ୍ର ବାଇବଲ)
ଏ ଲୋକ ନିଶ୍ଚିତ ରୂପରେ ପରମେଶ୍ୱରଙ୍କ ପାଖରୁ ଆସିଛି, ନ ହେଲେ ସେ ଏଭଳି କିଛି କାର୍ଯ୍ୟ କରି ପାରି ନ ଥା’ନ୍ତା।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏ ଈଶ୍ବରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଏ ଈଶ୍ୱରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹ್ಯೊ ಮಾನುಸ್ ದೆವಾಕ್ನಾ ಯೆಲ್ಲೊ ನ್ಹಯ್ ಹೊಲ್ಯಾರ್, ತೆಚ್ಯಾನ್ ಹೆ ಸಗ್ಳೆ ಕರುಕ್ ಹೊಯ್ನಶಿ ಹೊತ್ತೆ” ಮಟ್ಲ್ಯಾನ್.