Joshua 1:18 — Compare Translations
5 translations compared side by side
Odia - 1840
"ସେଥିପାଇଁ ଯଦି କୌଣସି ଲୋକ ଆପଣାଙ୍କକ୍ସ୍ଟ ଅବମାନନା କରେ ଅବା କୌଣସି ଲୋକ ଆପଣଙ୍କର ବିରକ୍ସ୍ଟଦ୍ଧା ରଣେ କରେ, ସେ ଲୋକକୁ ହତ୍ଯା କରାୟିବ। ତେଣୁ ସାହାସୀ ଓ ଶକ୍ତିଶାଳୀ ହକ୍ସ୍ଟଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଉଁ ବ୍ୟକ୍ତି ତୁମ୍ଭ ଆଜ୍ଞାର ବିରୁଦ୍ଧାଚରଣ କରିବ ଓ ତୁମ୍ଭେ ଯେ ଯେ କଥା ଆଦେଶ କରିବ, ତାହାସବୁ ଶୁଣିବ ନାହିଁ, ସେ ଯେକେହି ହେଉ, ତାହାର ପ୍ରାଣଦଣ୍ତ ହେବ । ତୁମ୍ଭେ କେବଳ ବଳବାନ ଓ ସାହସିକ ହୁଅ ।
Odia Bible ERV 2004 (ପବିତ୍ର ବାଇବଲ)
ସେଥିପାଇଁ ଯଦି କୌଣସି ଲୋକ ତୁମ୍ଭଙ୍କୁ ଅବମାନନା କରେ ଅବା କୌଣସି ଲୋକ ତୁମ୍ଭର ବିରୁଦ୍ଧାଚରଣ କରେ, ସେ ଲୋକକୁ ହତ୍ୟା କରାଯିବ। ତେଣୁ ସାହସୀ ଓ ଶକ୍ତିଶାଳୀ ହୁଅ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଉଁ ବ୍ୟକ୍ତି ତୁମ୍ଭ ଆଜ୍ଞାର ବିରୁଦ୍ଧାଚରଣ କରିବ ଓ ତୁମ୍ଭେ ଯେ ଯେ କଥା ଆଦେଶ କରିବ, ତାହାସବୁ ଶୁଣିବ ନାହିଁ, ସେ ଯେକେହି ହେଉ, ତାହାର ପ୍ରାଣଦଣ୍ଡ ହେବ। ତୁମ୍ଭେ କେବଳ ବଳବାନ ଓ ସାହସିକ ହୁଅ।”
Odia IRV 2017 (ଓଡିଆ ବାଇବେଲ)
ଯେଉଁ ବ୍ୟକ୍ତି ତୁମ୍ଭ ଆଜ୍ଞାର ବିରୁଦ୍ଧାଚରଣ କରିବ ଓ ତୁମ୍ଭେ ଯେ ଯେ କଥା ଆଦେଶ କରିବ, ତାହାସବୁ ଶୁଣିବ ନାହିଁ, ସେ ଯେକେହି ହେଉ, ତାହାର ପ୍ରାଣଦଣ୍ଡ ହେବ। ତୁମ୍ଭେ କେବଳ ବଳବାନ ଓ ସାହସିକ ହୁଅ।