Joshua 10:22 — Compare Translations
5 translations compared side by side
Odia - 1840
"ଯିହାଶୂେୟ କହିଲେ, ଗକ୍ସ୍ଟମ୍ଫା ମୁହରକ୍ସ୍ଟ ପଥର ଖଣ୍ତାମାନ କାଢ ଏବଂ ସହେି ପାଞ୍ଚଜଣ ରାଜାଙ୍କକ୍ସ୍ଟ ମାେ ସମ୍ମକ୍ସ୍ଟଖକକ୍ସ୍ଟ ଆଣ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ଯିହୋଶୂୟ କହିଲେ, ସେହି ଗୁମ୍ପା ମୁହଁ ମୁକୁଳା କରି ଗୁମ୍ପାରୁ ସେହି ପାଞ୍ଚ ରାଜାଙ୍କୁ ବାହାର କରି ମୋହର ନିକଟକୁ ଆଣ ।
Odia Bible ERV 2004 (ପବିତ୍ର ବାଇବଲ)
ଯିହୋଶୂୟ କହିଲେ, “ଗୁମ୍ଫା ମୁହଁରୁ ପଥର ଖଣ୍ତାମାନ କାଢ଼ ଏବଂ ସେହି ପାଞ୍ଚ ଜଣ ରାଜାଙ୍କୁ ମୋ’ ସମ୍ମୁଖକୁ ଆଣ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ଯିହୋଶୂୟ କହିଲେ, “ସେହି ଗୁମ୍ଫା ମୁହଁ ମୁକୁଳା କରି ଗୁମ୍ଫାରୁ ସେହି ପାଞ୍ଚ ରାଜାଙ୍କୁ ବାହାର କରି ମୋହର ନିକଟକୁ ଆଣ।”
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ଯିହୋଶୂୟ କହିଲେ, ସେହି ଗୁମ୍ଫା ମୁହଁ ମୁକୁଳା କରି ଗୁମ୍ଫାରୁ ସେହି ପାଞ୍ଚ ରାଜାଙ୍କୁ ବାହାର କରି ମୋହର ନିକଟକୁ ଆଣ।