Joshua 11:1 — Compare Translations
5 translations compared side by side
Odia - 1840
"ହାତସୋର ରାଜା ୟାବୀନ ଏହିକଥା ଶୁଣିଲେ। ତେଣୁ ସେ ମନସ୍ତ କଲେ, କେତକେ ରାଜାମାନଙ୍କର ସୈନ୍ଯବାହୀନିକକ୍ସ୍ଟ ଏକତ୍ର କରିବେ। ସେ ମାଦୋନର ରାଜା ୟୋବବ, ଶିମ୍ରୋଣର ରାଜା ଓ ଅକ୍ଷଫର ରାଜାଙ୍କକ୍ସ୍ଟ ବାର୍ତ୍ତା ପଠାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ହାତ୍ସୋରର ରାଜା ଯାବୀନ୍ ସେହି ବିଷୟ ଶୁଣନ୍ତେ, ସେ ମାଦୋନର ରାଜା ଯୋବବ୍ ଓ ଶିମ୍ରୋଣର ରାଜା ଓ ଅକ୍ଷଫର ରାଜା ନିକଟକୁ,
Odia Bible ERV 2004 (ପବିତ୍ର ବାଇବଲ)
ଉତ୍ତର ଭାଗର ନଗରଗୁଡ଼ିକୁ ପରାସ୍ତ କଲେ ହାତ୍ସୋର ରାଜା ଯାବୀନ୍ ଏହିକଥା ଶୁଣିଲେ। ତେଣୁ ସେ ମନସ୍ଥ କଲେ, କେତେକ ରାଜାମାନଙ୍କର ସୈନ୍ୟବାହିନୀକୁ ଏକତ୍ର କରିବେ। ସେ ମାଦୋନର ରାଜା ଯୋବବ, ଶିମ୍ରୋଣର ରାଜା ଓ ଅକ୍ଷଫର ରାଜାଙ୍କୁ ବାର୍ତ୍ତା ପଠାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ହାସୋରର ରାଜା ଯାବୀନ୍ ସେହି ବିଷୟ ଶୁଣନ୍ତେ, ସେ ମାଦୋନର ରାଜା ଯୋବବ୍ ଓ ଶିମ୍ରୋଣର ରାଜା ଓ ଅକ୍ଷଫର ରାଜା ନିକଟକୁ,
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ହାସୋରର ରାଜା ଯାବୀନ୍ ସେହି ବିଷୟ ଶୁଣନ୍ତେ, ସେ ମାଦୋନର ରାଜା ଯୋବବ୍ ଓ ଶିମ୍ରୋଣର ରାଜା ଓ ଅକ୍ଷଫର ରାଜା ନିକଟକୁ,