Joshua 11:10 — Compare Translations
5 translations compared side by side
Odia - 1840
"ଏହାପରେ ଯିହାଶୂେୟ ଫରେି ଆସିଲେ ଓ ହାତ୍ସୋର ସହରକକ୍ସ୍ଟ କରଗତ କଲେ ଓ ତା'ର ରାଜାକକ୍ସ୍ଟ ଖଣ୍ତା ରେ ଆଘାତ କଲେ। ପୂର୍ବରକ୍ସ୍ଟ ହାତ୍ସୋର ସହେି ସବୁ ରାଜ୍ଯର ମୂଖ୍ଯ ସହର ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ସମୟରେ ଯିହୋଶୂୟ ଫେରି ଆସି ହାତ୍ସୋର ହସ୍ତଗତ କଲେ ଓ ତହିଁର ରାଜାକୁ ଖଡ଼୍ଗରେ ଆଘାତ କଲେ; ପୂର୍ବକାଳରେ ହାତ୍ସୋର ସେହି ସବୁ ରାଜ୍ୟର ମସ୍ତକ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ଯିହୋଶୂୟ ଫେରି ଆସିଲେ ଓ ହାତ୍ସୋର ସହରକୁ କରଗତ କଲେ ଓ ତା’ର ରାଜାକୁ ଖଣ୍ଡାରେ ଆଘାତ କଲେ। ପୂର୍ବରୁ ହାତ୍ସୋର ସେହିସବୁ ରାଜ୍ୟର ମୂଖ୍ୟ ସହର ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ସମୟରେ ଯିହୋଶୂୟ ଫେରିଆସି ହାସୋର ହସ୍ତଗତ କଲେ ଓ ତହିଁର ରାଜାକୁ ଖଡ୍ଗରେ ଆଘାତ କଲେ; ପୂର୍ବକାଳରେ ହାସୋର ସେହି ସବୁ ରାଜ୍ୟର ମସ୍ତକ ଥିଲା।
Odia IRV 2017 (ଓଡିଆ ବାଇବେଲ)
ସେହି ସମୟରେ ଯିହୋଶୂୟ ଫେରି ଆସି ହାସୋର ହସ୍ତଗତ କଲେ ଓ ତହିଁର ରାଜାକୁ ଖଡ୍ଗରେ ଆଘାତ କଲେ; ପୂର୍ବକାଳରେ ହାସୋର ସେହି ସବୁ ରାଜ୍ୟର ମସ୍ତକ ଥିଲା।