Joshua 11:15 — Compare Translations
5 translations compared side by side
Odia - 1840
"ବହକ୍ସ୍ଟଦିନ ପୂର୍ବରକ୍ସ୍ଟ ସଦାପ୍ରଭୁ ନିଜର ସବେକ ମାଶାଙ୍କେକ୍ସ୍ଟ ଯେପରି ଆଜ୍ଞା ଦଇେଥିଲେ, ସହେିପରି ମାଶାେ ଯିହାଶୂେୟଙ୍କକ୍ସ୍ଟ ଆଜ୍ଞା ଦେଲେ। ଯିହାଶୂେୟ ମଧ୍ଯ ସହେିପରି କାର୍ୟ୍ଯ କରିଥିଲେ। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଯେପରି ଆଜ୍ଞାମାନ ଦଇେଥିଲେ, ସେ ସବୁ କଥାରକ୍ସ୍ଟ କୌଣସିଟିକକ୍ସ୍ଟ ଅନ୍ୟଥା କଲେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶା ଯିହୋଶୂୟଙ୍କୁ ଆଜ୍ଞା ଦେଲେ; ଆଉ ଯିହୋଶୂୟ ତଦନୁସାରେ କର୍ମ କଲେ; ସଦାପ୍ରଭୁ ମୋଶାଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେସବୁ ମଧ୍ୟରୁ କୌଣସି କଥା ସେ ଅନ୍ୟଥା କଲେ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ବହୁ ଦିନ ପୂର୍ବରୁ ସଦାପ୍ରଭୁ ନିଜର ସେବକ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି ମୋଶା ଯିହୋଶୂୟଙ୍କୁ ଆଜ୍ଞା ଦେଲେ। ଯିହୋଶୂୟ ମଧ୍ୟ ସେହିପରି କାର୍ଯ୍ୟ କରିଥିଲେ। ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାମାନ ଦେଇଥିଲେ, ସେ ସବୁ କଥାରୁ କୌଣସିଟିକୁ ଅନ୍ୟଥା କଲେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶା ଯିହୋଶୂୟଙ୍କୁ ଆଜ୍ଞା ଦେଲେ; ଆଉ ଯିହୋଶୂୟ ତଦନୁସାରେ କର୍ମ କଲେ; ସଦାପ୍ରଭୁ ମୋଶାଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେସବୁ ମଧ୍ୟରୁ କୌଣସି କଥା ସେ ଅନ୍ୟଥା କଲେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶା ଯିହୋଶୂୟଙ୍କୁ ଆଜ୍ଞା ଦେଲେ; ଆଉ ଯିହୋଶୂୟ ତଦନୁସାରେ କର୍ମ କଲେ; ସଦାପ୍ରଭୁ ମୋଶାଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେସବୁ ମଧ୍ୟରୁ କୌଣସି କଥା ସେ ଅନ୍ୟଥା କଲେ ନାହିଁ।