Joshua 12:8 — Compare Translations
5 translations compared side by side
Odia - 1840
"ପର୍ବତମଯ ଦେଶ, ତଳଭୂମି, ୟର୍ଦ୍ଦନର ଉପତ୍ୟକା, ପୂର୍ବର ପର୍ବତଗକ୍ସ୍ଟଡିକ, ନଗଭେ ଓ ମରକ୍ସ୍ଟଭୂମି ହୀତ୍ତୀଯ ଇ ମାରେୀଯ, କିଣାନୀଯ, ପରିଷୀଯ, ଓ ହିଦ୍ଦୀଯମାନେ ସଠାେରେ ବାସ କଲେ। ସହେିସବୁ ରାଜାମାନଙ୍କର ତାଲିକା ନିମ୍ନ ରେ ଦିଆଗଲା:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଓ ଯିହୋଶୂୟ ଯେଉଁ ଯେଉଁ ପର୍ବତମୟ ଦେଶ ଓ ତଳଭୂମି ଓ ପଦାଭୂମି ଓ ଅଧିତ୍ୟକା ଓ ପ୍ରାନ୍ତର ଓ ଦକ୍ଷିଣାଞ୍ଚଳସ୍ଥ ହିତ୍ତୀୟ, ଇମୋରୀୟ ଓ କିଣାନୀୟ ଓ ପିରିଷୀୟ, ହିବ୍ବୀୟ ଓ ଯିବୁଷୀୟମାନଙ୍କ ଦେଶ ଅଧିକାର କରିବା ପାଇଁ ସ୍ଵ ସ୍ଵ ବିଭାଗାନୁସାରେ ଇସ୍ରାଏଲ-ବଂଶମାନଙ୍କୁ ଦେଲେ, ସେହିସବୁ ରାଜା ଏହି;
Odia Bible ERV 2004 (ପବିତ୍ର ବାଇବଲ)
ପର୍ବତମୟ ଦେଶ, ତଳଭୂମି, ଯର୍ଦ୍ଦନର ଉପତ୍ୟକା, ପୂର୍ବର ପର୍ବତଗୁଡ଼ିକ, ନେଗେଭ ଓ ମରୁଭୂମି ହୀତ୍ତୀୟ ଇମୋରୀୟ, କିଣାନୀୟ, ପିରିଷୀୟ, ଓ ହିବ୍ବୀୟମାନେ ସେଠାରେ ବାସ କଲେ। ସେହିସବୁ ରାଜାମାନଙ୍କର ତାଲିକା ନିମ୍ନରେ ଦିଆଗଲା:
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଓ ଯିହୋଶୂୟ ଯେଉଁ ଯେଉଁ ପର୍ବତମୟ ଦେଶ ଓ ତଳଭୂମି ଓ ପଦାଭୂମି ଓ ଅଧିତ୍ୟକା ଓ ପ୍ରାନ୍ତର ଓ ଦକ୍ଷିଣାଞ୍ଚଳସ୍ଥ ହିତ୍ତୀୟ, ଇମୋରୀୟ ଓ କିଣାନୀୟ ଓ ପରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶ ଅଧିକାର କରିବା ପାଇଁ ସ୍ୱ ସ୍ୱ ବିଭାଗାନୁସାରେ ଇସ୍ରାଏଲ-ବଂଶମାନଙ୍କୁ ଦେଲେ, ସେହି ସବୁ ରାଜା ଏହି;
Odia IRV 2017 (ଓଡିଆ ବାଇବେଲ)
ଓ ଯିହୋଶୂୟ ଯେଉଁ ଯେଉଁ ପର୍ବତମୟ ଦେଶ ଓ ତଳଭୂମି ଓ ପଦାଭୂମି ଓ ଅଧିତ୍ୟକା ଓ ପ୍ରାନ୍ତର ଓ ଦକ୍ଷିଣାଞ୍ଚଳସ୍ଥ ହିତ୍ତୀୟ, ଇମୋରୀୟ ଓ କିଣାନୀୟ ଓ ପରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶ ଅଧିକାର କରିବା ପାଇଁ ସ୍ୱ ସ୍ୱ ବିଭାଗାନୁସାରେ ଇସ୍ରାଏଲ-ବଂଶମାନଙ୍କୁ ଦେଲେ, ସେହିସବୁ ରାଜା ଏହି;