Joshua 13:24 — Compare Translations
5 translations compared side by side
Odia - 1840
"ଏହା ହେଉଛି ସହେି ଭୂମି, ଯାହାକକ୍ସ୍ଟ ଗାଦ ବଂଶଧରମାନଙ୍କୁ ଗୋଷ୍ଠୀଅନକ୍ସ୍ଟସା ରେ ମାଶାେ ଦାନ କରିଥିଲେ। ମାଶାେ ମଧ୍ଯ ପ୍ରେତ୍ୟକକ ବଂଶଧରକକ୍ସ୍ଟ ଜମି ଦାନ କରିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ମୋଶା ଗାଦ୍ ବଂଶୀୟ ଗାଦ୍-ସନ୍ତାନମାନଙ୍କୁ ସେମାନଙ୍କ ବଂଶାନୁସାରେ ଅଧିକାର ଦେଲେ ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ହେଉଛି ସେହି ଭୂମି, ଯାହାକୁ ଗାଦ୍ ବଂଶଧରମାନଙ୍କୁ ଗୋଷ୍ଠୀଅନୁସାରେ ମୋଶା ଦାନ କରିଥିଲେ। ମୋଶା ମଧ୍ୟ ପ୍ରତ୍ୟେକ ବଂଶଧରକୁ ଜମି ଦାନ କରିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ମୋଶା ଗାଦ୍ ବଂଶୀୟ ଗାଦ୍-ସନ୍ତାନମାନକୁ ସେମାନଙ୍କ ବଂଶାନୁସାରେ ଅଧିକାର ଦେଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ ମୋଶା ଗାଦ୍ ବଂଶୀୟ ଗାଦ୍-ସନ୍ତାନମାନଙ୍କୁ ସେମାନଙ୍କ ବଂଶାନୁସାରେ ଅଧିକାର ଦେଲେ।