Joshua 13:26 — Compare Translations

5 translations compared side by side

Odia - 1840
"ହିଷ୍ବୋନ୍ଠାରକ୍ସ୍ଟ ରାମତ୍ ମିସ୍ପୀ ଓ ବଟନୀମ୍ ପର୍ୟ୍ଯନ୍ତ ଓ ମହନଯୀମଠାରକ୍ସ୍ଟ ଦବୀର ସୀମା ପର୍ୟ୍ଯନ୍ତ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ହିଷ୍ବୋନଠାରୁ ରାମତ୍-ମିସ୍ପୀ ଓ ବଟନୀମ୍ ପର୍ଯ୍ୟନ୍ତ ଓ ମହନୟୀମଠାରୁ ଦବୀର ସୀମା ପର୍ଯ୍ୟନ୍ତ
Odia Bible ERV 2004 (ପବିତ୍ର ବାଇବଲ)
ହ‌ିଷ୍‌ବୋ‌ନ୍‌ଠାରୁ ରାମତ୍ ମି‌‌ସ୍‌‌ପୀ ଓ ବଟନୀମ୍ ପର୍ଯ୍ୟନ୍ତ ଓ ମହନୟୀମଠାରୁ ଦବୀର ସୀମା ପର୍ଯ୍ୟନ୍ତ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ହିଷ୍‍ବୋନଠାରୁ ରାମତ୍‍-ମିସ୍ପେ ଓ ବଟନୀମ୍‍ ପର୍ଯ୍ୟନ୍ତ ଓ ମହନୟିମଠାରୁ ଦବୀର ସୀମା ପର୍ଯ୍ୟନ୍ତ
Odia IRV 2017 (ଓଡିଆ ବାଇବେଲ)
ପୁଣି ହିଷ୍‍ବୋନଠାରୁ ରାମତ୍‍-ମିସ୍ପେ ଓ ବଟନୀମ୍‍ ପର୍ଯ୍ୟନ୍ତ ଓ ମହନୟିମଠାରୁ ଦବୀର ସୀମା ପର୍ଯ୍ୟନ୍ତ