Joshua 13:28 — Compare Translations
5 translations compared side by side
Odia - 1840
"ଏହି ସ୍ଥାନ ଯାହାକି ମାଶାେ ଗାଦ୍ ପରିବାରବର୍ଗଙ୍କକ୍ସ୍ଟ ଦଇେଥିଲେ। ତାଲିକାଭକ୍ସ୍ଟକ୍ତ ସମସ୍ତ ସହର ସହେି ଦେଶ ରେ ସାମିଲ୍ ଥିଲା। ମାଶାେ ସହେି ଦେଶକକ୍ସ୍ଟ ପ୍ରେତ୍ୟକକ ଗାଦୀଯ ଗୋଷ୍ଠୀକକ୍ସ୍ଟ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଗାଦ୍ର ସନ୍ତାନମାନଙ୍କ ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ଏହି ସ୍ଥାନ ଯାହାକି ମୋଶା ଗାଦ୍ ପରିବାରବର୍ଗଙ୍କୁ ଦେଇଥିଲେ। ତାଲିକାଭୁକ୍ତ ସମସ୍ତ ସହର ସେହି ଦେଶରେ ସାମିଲ୍ ଥିଲା। ମୋଶା ସେହି ଦେଶକୁ ପ୍ରତ୍ୟେକ ଗାଦୀୟ ଗୋଷ୍ଠୀକୁ ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଗାଦ୍ର ସନ୍ତାନମାନଙ୍କ ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା।
Odia IRV 2017 (ଓଡିଆ ବାଇବେଲ)
ଗାଦ୍ର ସନ୍ତାନମାନଙ୍କ ବଂଶାନୁସାରେ ଏହିସବୁ ନଗର ତହିଁର ଗ୍ରାମ ସମେତ ସେମାନଙ୍କର ଅଧିକାର ହେଲା।