Joshua 13:32 — Compare Translations

5 translations compared side by side

Odia - 1840
"ମାଶାେ ଏହି ଭକ୍ସ୍ଟମିଗକ୍ସ୍ଟଡିକ ଏହି ପରିବାରବର୍ଗକକ୍ସ୍ଟ ଦେଲେ। ଯେତବେେଳେ ଲୋକମାନେ ମାୟୋବଠା ରେ ଛାଉଣୀ କରିଥିଲେ, ମାଶାେ ଏପରି କଲେ। ଏହା ୟର୍ଦ୍ଦନ ନଦୀର ଆରପାରିର ଯିରୀହାରେ ପୂର୍ବ ରେ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯର୍ଦ୍ଦନ ପୂର୍ବପାରିରେ ଯିରୀହୋ ନିକଟସ୍ଥ ମୋୟାବ ପଦାରେ ମୋଶା ଏହିସବୁ ଅଧିକାର ବିଭାଗ କରି ଦେଲେ ।
Odia Bible ERV 2004 (ପବିତ୍ର ବାଇବଲ)
ମୋଶା ଏହି ଭୂମିଗୁଡ଼ିକ ଏହି ପରିବାରବର୍ଗକୁ ଦେଲେ। ଯେତେବେଳେ ଲୋକମାନେ ମୋୟାବଠାରେ ଛାଉଣି କରିଥିଲେ, ମୋଶା ଏପରି କଲେ। ଏହା ଯର୍ଦ୍ଦନ ନଦୀର ଆରପାରିର ଯିରୀହୋର ପୂର୍ବରେ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯର୍ଦ୍ଦନ-ପୂର୍ବପାରିରେ ଯିରୀହୋ ନିକଟସ୍ଥ ମୋୟାବ-ପଦାରେ ମୋଶା ଏହିସବୁ ଅଧିକାର ବିଭାଗ କରିଦେଲେ।
Odia IRV 2017 (ଓଡିଆ ବାଇବେଲ)
ଯର୍ଦ୍ଦନ ପୂର୍ବପାରିରେ ଯିରୀହୋ ନିକଟସ୍ଥ ମୋୟାବ ପଦାରେ ମୋଶା ଏହିସବୁ ଅଧିକାର ବିଭାଗ କରି ଦେଲେ।