Joshua 13:4 — Compare Translations

5 translations compared side by side

Odia - 1840
"ଦକ୍ଷିଣ ରେ ବାସ କରୁଥିବା ଅଦ୍ଦଦୀଯମାନଙ୍କୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ପରାସ୍ତ କରିବାକୁ ହବେ। ତୁମ୍ଭକୁ କିଣାନୀଯମାନଙ୍କର ସମସ୍ତ ଦେଶକକ୍ସ୍ଟ ଏବଂ ମିଦିଯୋନୀଯମାନଙ୍କର ମିଯାରା ଓ ଅଫେକ୍ ଓ ଇମାରେୀୟମାନଙ୍କର ସୀମା ପର୍ୟ୍ଯନ୍ତ ପରାସ୍ତ କରିବାକୁ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଦକ୍ଷିଣ ଦିଗସ୍ଥ ଅବ୍ବୀୟମାନଙ୍କ ଦେଶ; କିଣାନୀୟମାନଙ୍କ ସମସ୍ତ ଦେଶ ଓ ଇମୋରୀୟମାନଙ୍କ ସୀମାସ୍ଥିତ ଅଫେକ ପର୍ଯ୍ୟନ୍ତ⇧ ସୀଦୋନୀୟମାନଙ୍କ ଅଧୀନ ମୀୟାରା ।
Odia Bible ERV 2004 (ପବିତ୍ର ବାଇବଲ)
ଦକ୍ଷିଣରେ ବାସ କରୁଥିବା ଅବ୍ବୀୟମାନଙ୍କୁ ତୁମ୍ଭଙ୍କୁ ପରାସ୍ତ କରିବାକୁ ହେବ। ତୁମ୍ଭକୁ କିଣାନୀୟମାନଙ୍କର ସମସ୍ତ ଦେଶକୁ ଏବଂ ସୀଦୋୟନୀୟମାନଙ୍କର ମିୟାରା ଓ ଅଫେକ୍ ଓ ଇମୋରୀୟମାନଙ୍କର ସୀମା ପର୍ଯ୍ୟନ୍ତ ପରାସ୍ତ କରିବାକୁ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଦକ୍ଷିଣ ଦିଗସ୍ଥ ଅବ୍ବୀୟମାନଙ୍କ ଦେଶ; କିଣାନୀୟମାନଙ୍କ ସମସ୍ତ ଦେଶ ଓ ଇମୋରୀୟମାନଙ୍କ ସୀମାସ୍ଥିତ ଅଫେକ ପର୍ଯ୍ୟନ୍ତ ସୀଦୋନୀୟମାନଙ୍କ ଅଧୀନ ମୀୟାରା।
Odia IRV 2017 (ଓଡିଆ ବାଇବେଲ)
ଆଉ ଦକ୍ଷିଣ ଦିଗସ୍ଥ ଅବ୍ବୀୟମାନଙ୍କ ଦେଶ; କିଣାନୀୟମାନଙ୍କ ସମସ୍ତ ଦେଶ ଓ ଇମୋରୀୟମାନଙ୍କ ସୀମାସ୍ଥିତ ଅଫେକ ପର୍ଯ୍ୟନ୍ତ ସୀଦୋନୀୟମାନଙ୍କ ଅଧୀନ ମୀୟାରା।