Joshua 15:16 — Compare Translations
5 translations compared side by side
Odia - 1840
"କାଲେବ୍ କହିଲେ, ମୁ କିରିଯଥ ସଫରେକକ୍ସ୍ଟ ଆକ୍ରମଣ କରିବାକୁ ଗ୍ଭ ହେଁ। ଯେଉଁ ଲୋକ ମାେ ସହିତ ସହୟୋଗ କରି କିରିଯଥ ସଫରେକକ୍ସ୍ଟ ପରାସ୍ତ କରିବା ରେ ସାହାୟ୍ଯ କରିବ ମୁ ମାରେ କନ୍ଯା ଅକଷାରକକ୍ସ୍ଟ ତାଙ୍କ ସହ ବିବାହ ଦବେି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ସମୟରେ କାଲେବ୍ କହିଲେ, ଯେଉଁ ଜନ କିରୀୟଥ୍-ସେଫର ଆକ୍ରମଣ କରି ହସ୍ତଗତ କରିବ, ତାହା ସହିତ ମୁଁ ଆପଣା କନ୍ୟା ଅକ୍ଷାର ବିବାହ ଦେବି ।
Odia Bible ERV 2004 (ପବିତ୍ର ବାଇବଲ)
କାଲେବ୍ କହିଲେ, “ମୁଁ କିରିୟଥ ସେଫରକୁ ଆକ୍ରମଣ କରିବାକୁ ଗ୍ଭହେଁ। ଯେଉଁ ଲୋକ ମୋ’ ସହିତ ସହଯୋଗ କରି କିରିୟଥ ସେଫରକୁ ପରାସ୍ତ କରିବାରେ ସାହାଯ୍ୟ କରିବ ମୁଁ ମୋର କନ୍ୟା ଅକ୍ଷାରକୁ ତାଙ୍କ ସହ ବିବାହ ଦେବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ସମୟରେ କାଲେବ କହିଲେ, “ଯେଉଁ ଜନ କିରୀୟଥ୍-ସେଫର ଆକ୍ରମଣ କରି ହସ୍ତଗତ କରିବ, ତାହା ସହିତ ମୁଁ ଆପଣା କନ୍ୟା ଅକ୍ଷାର ବିବାହ ଦେବି।”
Odia IRV 2017 (ଓଡିଆ ବାଇବେଲ)
ସେହି ସମୟରେ କାଲେବ କହିଲେ, ଯେଉଁ ଜନ କିରୀୟଥ୍-ସେଫର ଆକ୍ରମଣ କରି ହସ୍ତଗତ କରିବ, ତାହା ସହିତ ମୁଁ ଆପଣା କନ୍ୟା ଅକ୍ଷାର ବିବାହ ଦେବି।