Joshua 15:18 — Compare Translations
5 translations compared side by side
Odia - 1840
"ଅକ୍ଷାର ଅନ୍ତୀଯଲେ ସହିତ ୟିବାକକ୍ସ୍ଟ ବାହାରନ୍ତେ, ଅକ୍ଷାର ଅତ୍ନିଯଲକେକ୍ସ୍ଟ କହିଲେ ତାଙ୍କ ବାପାଙ୍କକ୍ସ୍ଟ କିଛି ଭୂମି ମାଗିବା ପାଇଁ। ଅକ୍ଷାର ତାଙ୍କ ପିତାଙ୍କ ପାଖକକ୍ସ୍ଟ ଗଲେ। ଯେତବେେଳେ ସେ ତାଙ୍କ ଗଧରକ୍ସ୍ଟ ଓହ୍ଲାଇ ପଡିବା ସମୟରେ କାଲେବ୍ ତାଙ୍କୁ ପଚାରିଲେ, ତୁମ୍ଭର ଆଉ କ'ଣ ଦରକାର?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ତେ କ୍ଷେତ ମାଗିବା ପାଇଁ ସ୍ଵାମୀକି ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ୍ ତାହାକୁ କହିଲେ, ତୁମ୍ଭେ କଅଣ ଚାହଁ?
Odia Bible ERV 2004 (ପବିତ୍ର ବାଇବଲ)
ଅକ୍ଷା ଅତ୍ନୀୟେଲ ସହିତ ଯିବାକୁ ବାହାରନ୍ତେ, ଅକ୍ଷା ଅତ୍ନୀୟେଲକୁ କହିଲେ ତାଙ୍କ ବାପାଙ୍କୁ କିଛି ଭୂମି ମାଗିବା ପାଇଁ। ଅକ୍ଷାର ତାଙ୍କ ପିତାଙ୍କ ପାଖକୁ ଗଲେ। ଯେତେବେଳେ ସେ ତାଙ୍କ ଗଧରୁ ଓହ୍ଲାଇ ପଡ଼ିବା ସମୟରେ କାଲେବ୍ ତାଙ୍କୁ ପଗ୍ଭରିଲେ, “ତୁମ୍ଭର ଆଉ କ’ଣ ଦରକାର?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକୁ ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ ତାହାକୁ କହିଲେ, “ତୁମ୍ଭେ କଅଣ ଚାହଁ?”
Odia IRV 2017 (ଓଡିଆ ବାଇବେଲ)
ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ଡେ କ୍ଷେତ ମାଗିବା ପାଇଁ ସ୍ୱାମୀକୁ ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ ତାହାକୁ କହିଲେ, ତୁମ୍ଭେ କଅଣ ଚାହଁ?