Joshua 15:41 — Compare Translations
5 translations compared side by side
Odia - 1840
"ଗଦରେୋତ୍, ବୈଥ୍-ଦାଗୋନ୍, ନଯମା, ମକ୍କଦୋ ଗ୍ରାମ ସମତେ ଏହିପରି ଷୋଅଳ ନଗର ଥିଲା ଏବଂ ଏଥିର ଚତକ୍ସ୍ଟଃପାଶର୍ବସ୍ଥ ଭୂମି ସମକ୍ସ୍ଟହ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଓ ଗଦେରୋତ୍, ବୈଥ୍-ଦାଗୋନ୍ ଓ ନୟମା ଓ ମକ୍କେଦା, ଗ୍ରାମ ସମେତ ଏହି ଷୋଅଳ ନଗର ।
Odia Bible ERV 2004 (ପବିତ୍ର ବାଇବଲ)
ଗଦେରୋତ୍, ବୈଥ୍-ଦାଗୋନ୍, ନୟମା, ମକ୍କେଦା ଗ୍ରାମ ସମେତ ଏହିପରି ଷୋହଳ ନଗର ଥିଲା ଏବଂ ଏଥିର ଚତୁର୍ପାର୍ଶ୍ୱସ୍ଥ ଭୂମି ସମୂହ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଓ ଗଦେରୋତ୍, ବେଥ୍-ଦାଗୋନ୍ ଓ ନୟମା ଓ ମକ୍କେଦା, ଗ୍ରାମ ସମେତ ଏହି ଷୋଅଳ ନଗର।
Odia IRV 2017 (ଓଡିଆ ବାଇବେଲ)
ଓ ଗଦେରୋତ୍, ବେଥ୍-ଦାଗୋନ୍ ଓ ନୟମା ଓ ମକ୍କେଦା, ଗ୍ରାମ ସମେତ ଏହି ଷୋଅଳ ନଗର।