Joshua 15:44 — Compare Translations

5 translations compared side by side

Odia - 1840
"କିଯୀଲା, ଅକ୍ଷୀବ, ମା ରଶାେ ଗ୍ରାମ ସମତେ ଏହିପରି ନଅଟି ନଗର ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିୟୀଲା ଓ ଅକ୍ଷୀବ ଓ ମାରେଶା; ଗ୍ରାମ ସମେତ ନଅ ନଗର ।
Odia Bible ERV 2004 (ପବିତ୍ର ବାଇବଲ)
କିୟୀଲା, ଅ‌କ୍‌ଷୀବ, ମାରେଶା ଗ୍ରାମ ସମେତ ଏହିପରି ନଅ ଗୋଟି ନଗର ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିୟୀଲା ଓ ଅକଷୀବ୍ ଓ ମାରେଶା; ଗ୍ରାମ ସମେତ ନଅ ନଗର।
Odia IRV 2017 (ଓଡିଆ ବାଇବେଲ)
କିୟୀଲା ଓ ଅକଷୀବ୍ ଓ ମାରେଶା; ଗ୍ରାମ ସମେତ ନଅ ନଗର।