Joshua 15:45 — Compare Translations

5 translations compared side by side

Odia - 1840
"ୟିହକ୍ସ୍ଟଦାର ଲୋକମାନେ ମଧ୍ଯ ଏହି ସହରଗକ୍ସ୍ଟଡିକ ତାଙ୍କ ଅଧିକାରକକ୍ସ୍ଟ ଆସିଲା, ସଗେକ୍ସ୍ଟଡିକ ହେଲା, ଇକୋର୍ଣ, ତା'ର ଉପନଗର ଓ ତା'ର ନିକଟବର୍ତ୍ତୀ ଗ୍ରାମଗକ୍ସ୍ଟଡିକ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଇକ୍ରୋଣ, ତହିଁର ଉପନଗର ଓ ଗ୍ରାମମାନ;
Odia Bible ERV 2004 (ପବିତ୍ର ବାଇବଲ)
ଯିହୁଦାର ଲୋକମାନେ ମଧ୍ୟ ଏହି ସହରଗୁଡ଼ିକ ତାଙ୍କ ଅଧିକାରକୁ ଆଣିଲେ, ସେଗୁଡ଼ିକ ହେଲା, ଇକ୍ରୋଣ, ତା’ର ଉପନଗର ଓ ତା’ର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଇକ୍ରୋଣ, ତହିଁର ଉପନଗର ଓ ଗ୍ରାମମାନ;
Odia IRV 2017 (ଓଡିଆ ବାଇବେଲ)
ଇକ୍ରୋଣ, ତହିଁର ଉପନଗର ଓ ଗ୍ରାମମାନ;