Joshua 15:46 — Compare Translations
5 translations compared side by side
Odia - 1840
"ସମାନେେ ମଧ୍ଯ ଇକୋର୍ଣଠାରକ୍ସ୍ଟ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ, ଅସଦୋଦ ନିକଟସ୍ଥ ସମସ୍ତ ସ୍ଥାନ ଓ ସହରଗକ୍ସ୍ଟଡିକ ନେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଇକ୍ରୋଣଠାରୁ ସମୁଦ୍ର ପର୍ଯ୍ୟନ୍ତ ଅସଦୋଦ୍ ନିକଟସ୍ଥିତ ସମସ୍ତ ସ୍ଥାନ ଓ ଗ୍ରାମ ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ମଧ୍ୟ ଇକ୍ରୋଣଠାରୁ ସମୁଦ୍ର ପର୍ଯ୍ୟନ୍ତ, ଅସଦୋଦ ନିକଟସ୍ଥ ସମସ୍ତ ସ୍ଥାନ ଓ ସହରଗୁଡ଼ିକ ନେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଇକ୍ରୋଣଠାରୁ ସମୁଦ୍ର ପର୍ଯ୍ୟନ୍ତ ଅସ୍ଦୋଦ ନିକଟସ୍ଥିତ ସମସ୍ତ ସ୍ଥାନ ଓ ଗ୍ରାମ।
Odia IRV 2017 (ଓଡିଆ ବାଇବେଲ)
ଇକ୍ରୋଣଠାରୁ ସମୁଦ୍ର ପର୍ଯ୍ୟନ୍ତ ଅସ୍ଦୋଦ ନିକଟସ୍ଥିତ ସମସ୍ତ ସ୍ଥାନ ଓ ଗ୍ରାମ।